ଲକ୍ଷ୍ମୀ ଚାନ୍ଦ

ଉଇକିପିଡ଼ିଆ‌ରୁ

ଲକ୍ଷ୍ମୀ ଚାନ୍ଦ (ଜନ୍ମ: ୧୯୭୪)[୧] ଜଣେ ଓଡ଼ିଆ ଗଳ୍ପ ତଥା ଉପନ୍ୟାସ ଲେଖିକା । ସେ ବର୍ତ୍ତମାନ ସୁଦ୍ଧା ଅନେକ ଆଧୁନିକ ଗଳ୍ପ ସଂକଳନ ତଥା ଉପନ୍ୟାସ ସୃଷ୍ଟି କରି ଅନେକ ସାରସ୍ୱତ ପୁରସ୍କାରର ଅଧିକାରିଣୀ ହେବା ସହ ତାଙ୍କର ସାହିତ୍ୟ ସାଧନା ଜାରି ରଖିଛନ୍ତି ।

ରଚନାବଳି[ସମ୍ପାଦନା]

ଲକ୍ଷ୍ମୀ ଚାନ୍ଦଙ୍କ ୧୦ଟି ଉପନ୍ୟାସ ସହ ୭୦ରୁ ଉର୍ଦ୍ଧ ପ୍ରକାଶିତ ଗଳ୍ପ ସଂକଳନ ଛଡା ବିଭିନ୍ନ ପତ୍ରିକାରେ ପ୍ରକାଶନ ମଧ୍ୟ ରହିଛି । ପ୍ରଥମରୁ କବିତା ଦିଗରେ ଯାଇଥିବା ଲକ୍ଷ୍ମୀ ଚାନ୍ଦ ପରେ କିନ୍ତୁ ଗଳ୍ପ ଲେଖାରେ ବିଶେଷ ଧ୍ୟାନ ଦେଲେ । ତାଙ୍କର ପ୍ରଥମ ଗଳ୍ପ "କଥା"ରେ ପ୍ରକାଶିତ ହେଇଥିଲା ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କିଶୋରୀ ଚରଣ ସ୍ମୃତି ପୁରସ୍କାର

ଆଧାର[ସମ୍ପାଦନା]

  1. "କଥା ସାହିତ୍ୟର ନୂତନ ଛନ୍ଦ: ଲକ୍ଷ୍ମୀ ଚାନ୍ଦ". theprajatantra.org. ୨୦ ମାର୍ଚ୍ଚ ୨୦୨୧. Archived from the original on ୨୭ ମାର୍ଚ୍ଚ ୨୦୨୧. Retrieved 27 March 2021. {{cite web}}: Check date values in: |date= and |archivedate= (help)