ଲକ୍ଷ୍ମଣରେଖା

ଉଇକିପିଡ଼ିଆ ରୁ
Jump to navigation Jump to search
Rawana approaches Sita in the garb of mendicant

ଲକ୍ଷ୍ମଣ ରେଖା  (Sanskrit: लक्ष्मण रेखा),ବନବାସ ସମୟରେ କୁଟୀରରେ ସୀତାଙ୍କୁ ଏକା ଛାଡି ଗଲା ବେଳେ ଲକ୍ଷ୍ମଣ କୁଟୀର ଚତୁରୋର୍ଶ୍ଵରେ ଏକ ରେଖା ଟାଣିଥିଲେ । ସୀତାଙ୍କୁ ସେହି ରେଖା ଡେଇଁ ନ ଯିବାକୁ ଅନୁରୋଧ କରିଥିଲେ । ରେଖା ଭିତରକୁ କୌଣଶୀ ଦୁରାଚାରୀ ବା ରକ୍ଷ୍ୟସ ଭିତରକୁ ଯାଇନାପରିବା ପାଇଁ ତାଙ୍କର ମନ୍ତ୍ର ଶକ୍ତି ବଳରେ ଲକ୍ଷ୍ମଣ ମନ୍ତ୍ର ଦେଇଥିଲେ । ଏହାଦ୍ଵାରା ରାବଣ ଏହା ଦେଇ ସୀତାଙ୍କୁ ନେଇଯାଇପାରିନଥିଲେ । କିନ୍ତୁ ତତ୍ ପରେ ସେ ବ୍ରାହ୍ମଣ ବେଶରେ ଆସି ଭିକ୍ଷ୍ୟା ମାଗିବା ବାହାନାରେ ସିତାକୁ ଭୁଲେଇ ଦେଇ ରେଖା ବାହାରକୁ ଆସିବାକୁ କହିଥିଲେ । ସିତା ରାବଣର କପଟ ବୁଝି ନ ପରି ବାହାରକୁ ଆସିଲେ ଓ ରାବଣଦ୍ଵାରା ଅପହୃତ ହେଇଥିଲେ । 

Iକାହାଣୀ ଅନୁସାରେ ରାବଣ ଏକ ରକ୍ଷୟସ "ମାରିଚ "କୁ ଶୁବର୍ଣ ହରିଣ ରୂପ ଧରି ସିତାଙ୍କୁ ଆକ୍ରୁଷ୍ଟ କରିବାକୁ ପଠେଇଥିଲେ । ସିତା ଶୁବର୍ଣ ହରିଣ ଦେଖି ତାକୁ ଆଣିବାକୁ ରାମାଙ୍କୁ ଅନୁରୋଧ କରିବାରୁ ରାମା ଓ ଲକ୍ଷ୍ମଣ ଅନନ୍ୟ ଉପାୟ ନ ପାଇ ସୁବର୍ନ ହରିଣ ପଛରେ ଗୋଡେଇ ଘଞ୍ଚ ଅରଣ୍ୟକୁ ଯାଇଥିଲେ ।ଷ୍ଟେବେଳେ ଲକ୍ଷ୍ମଣ ସୀତାଙ୍କ ନିରାପତ୍ତା ପାଇଁ ଏକ ରେଖା ଟାଣି ଯାଇଥିଲେ ଯାହାକୁ ରାମା , ଲକ୍ଷ୍ମଣ ଓ ସୀତାଙ୍କ ଭିନ୍ନ ଅନନ୍ୟ କେହି ଅତିକ୍ରମ କାଲେ ଅଗ୍ନିରେ ଦ୍ବଂଶ ହେଇଯିବାର ବର ଥିଲା । 

ଭାରତୀୟ ସଂସ୍କୃତିରେ ସବୁ କାଳରେ " ଅତିଥି ଦେବୋ ଭାବ " ପରମ୍ପରା ରହିଥିଲା । ଭାରତରେ କେହି ଅତିଥିକୁ ଅବମାନନା କରନ୍ତି ନାହି । ତେଣୁ ସିତା ଭରହମନା ରୂପୀ ରାବଣଙ୍କୁ ଅସନ୍ତୋଷ ନା କରିବା ପାଇଁ ତାଙ୍କ ପାଇଁ ଭିକ୍ଷ୍ୟା ରେଖା ବାହାରକୁ ଆସି ପ୍ରଦାନ କରିବାକୁ ସମ୍ମତି ଦେଇଥିଲେ । କିନ୍ତୁ ରାବଣ ରାକ୍ଷସ ଥିଲେ ଓ କପଟ ବିଦ୍ୟାରେ ପାରଙ୍ଗମ ଥିଲେ । 

ଆଧୁନିକ ବ୍ୟବହାର [ସମ୍ପାଦନା]

ଅଧନିକ ଭାରତର ବ୍ୟବହାର୍ଜ୍ୟ ଶବ୍ଦ ମଧ୍ୟରେ ଲକ୍ଷ୍ମଣ ରେଖାର ବହୁଳ ବ୍ୟବହାର ହେଇଥାଏ । ଏହା " ଏକ ଦୃଢ ଭାବେ ନିର୍ଧାରିତ ନିୟମ , ଯାହାକୁ ଭଙ୍ଗା ଯାଇ ନ ପାରେ "କୁ ବୁଝେଇଥାଏ । ଏକ ଉଦାହରଣ :


 ଭାରତର ସାଂସଦରେ ଥରେ ସଦସ୍ୟ ମାନେ ଆଲୋଚନା ବେଳେ ବହୁତ ହଟ୍ଟଗୋଳ କରିବାରୁ ତତ୍ଚ କାଳୀନ ବାଚସ୍ପତି ସୋମନାଥ ଚାଟର୍ଜି କହିଥିଲେ " ଆପଣ ମାନେ " ଲକ୍ଷ୍ମଣ ରେଖା ଅତିକ୍ରମ କରନ୍ତୁ ନାହିଁ । " 

ପୁନଶ୍ଚ ପଠନ [ସମ୍ପାଦନା]