ରୋଲାପିଟାଣ୍ଟ
Clinical data | |
---|---|
Pronunciation | /roʊˈlæpɪtænt/ roh-LAP-i-tant |
Trade names | Varubi (US), Varuby (EU) |
Synonyms | SCH 619734 |
AHFS/Drugs.com | monograph |
MedlinePlus | a615041 |
data |
|
Pregnancy category |
|
Routes of administration | By mouth (tablets), intravenous |
Legal status | |
Legal status | |
Pharmacokinetic data | |
Bioavailability | nearly 100% |
Protein binding | 99.8% |
Metabolism | CYP3A4 |
Metabolites | C4-pyrrolidine-hydroxylated rolapitant (major) |
Elimination half-life | 169–183 hours |
Excretion | Feces (52–89%), urine (9–20%)[୧] |
Identifiers | |
| |
ECHA InfoCard | 100.243.022 |
Chemical and physical data | |
Formula | C25H26F6N2O2 |
Molar mass | ୫୦୦.୪୯ g·mol−1 |
3D model (JSmol) | |
| |
|
ରୋଲାପିଟାଣ୍ଟ, (ଇଂରାଜୀ ଭାଷାରେ Rolapitant), ଅନ୍ୟମାନଙ୍କ ମଧ୍ୟରେ ଭାରୁବି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି ଜନିତ ଅଇ ଓ ବାନ୍ତିର (CINV) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହା ସାଧାରଣତଃ କେମୋଥେରାପି ଦେବାର ୨୪ ଘଣ୍ଟାରୁ ଅଧିକ ସମୟ ପରେ ହେଉଥିବା ଅଇ ପାଇଁ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହିକ୍କା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ଏବଂ ଥକ୍କାପଣ ହୋଇପାରେ ।[୨] [୩] ଏହା ସେଣ୍ଟ ଜନ ୱର୍ଟ ସହିତ ପ୍ରତିକ୍ରିୟା କରିଥାଏ ।[୩] ଏହା ଏନକେ<sub id="mwHw">୧</sub> ( NK <sub id="mwHw">1</sub> )ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୩]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରୋଲାପିଟାଣ୍ଟ ଅନୁମୋଦିତ ହୋଇଥିଲା। [୪] ୨୦୧୭ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିଲା କିନ୍ତୁ ପରେ ସେହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୬୭୦ ଡଲାର ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Varubi- rolapitant tablet". DailyMed. 6 August 2019. Archived from the original on 26 October 2020. Retrieved 21 August 2020.
- ↑ ୨.୦ ୨.୧ ୨.୨ "Rolapitant Monograph for Professionals". Drugs.com (in ଇଂରାଜୀ). Retrieved 18 October 2021.
- ↑ ୩.୦ ୩.୧ ୩.୨ ୩.୩ "Varuby" (PDF). Archived (PDF) from the original on 8 May 2020. Retrieved 18 October 2021.
- ↑ "DailyMed - VARUBI- rolapitant tablet". dailymed.nlm.nih.gov. Archived from the original on 26 October 2020. Retrieved 18 October 2021.
- ↑ "Varuby". Archived from the original on 26 June 2021. Retrieved 18 October 2021.
- ↑ "Varubi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 18 October 2021.