Jump to content

ରୋଲାପିଟାଣ୍ଟ

ଉଇକିପିଡ଼ିଆ‌ରୁ
ରୋଲାପିଟାଣ୍ଟ
Clinical data
Pronunciation/rˈlæpɪtænt/ roh-LAP-i-tant
Trade namesVarubi (US), Varuby (EU)
SynonymsSCH 619734
AHFS/Drugs.commonograph
MedlinePlusa615041
data
Pregnancy
category
  • US: N (Not classified yet)
Routes of
administration
By mouth (tablets), intravenous
Legal status
Legal status
Pharmacokinetic data
Bioavailabilitynearly 100%
Protein binding99.8%
MetabolismCYP3A4
MetabolitesC4-pyrrolidine-hydroxylated rolapitant (major)
Elimination half-life169–183 hours
ExcretionFeces (52–89%), urine (9–20%)[୧]
Identifiers
  • (5S,8S)-8-({(1R)-1-[3,5-bis(trifluoromethyl)phenyl]ethoxy}methyl)- 8-phenyl-1,7-diazaspiro[4.5]decan-2-one
ECHA InfoCard100.243.022 Edit this at Wikidata
Chemical and physical data
FormulaC25H26F6N2O2
Molar mass୫୦୦.୪୯ g·mol−1
3D model (JSmol)
  • FC(F)(F)c(c4)cc(C(F)(F)F)cc4C(C)OCC3(c2ccccc2)NCC1(CC3)NC(=O)CC1
  • InChI=1S/C25H26F6N2O2/c1-16(17-11-19(24(26,27)28)13-20(12-17)25(29,30)31)35-15-23(18-5-3-2-4-6-18)10-9-22(14-32-23)8-7-21(34)33-22/h2-6,11-13,16,32H,7-10,14-15H2,1H3,(H,33,34)/t16-,22-,23-/m1/s1
  • Key:FIVSJYGQAIEMOC-ZGNKEGEESA-N

ରୋଲାପିଟାଣ୍ଟ, (ଇଂରାଜୀ ଭାଷାରେ Rolapitant), ଅନ୍ୟମାନଙ୍କ ମଧ୍ୟରେ ଭାରୁବି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି ଜନିତ ଅଇ ଓ ବାନ୍ତିର (CINV) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହା ସାଧାରଣତଃ କେମୋଥେରାପି ଦେବାର ୨୪ ଘଣ୍ଟାରୁ ଅଧିକ ସମୟ ପରେ ହେଉଥିବା ଅଇ ପାଇଁ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହିକ୍କା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ଏବଂ ଥକ୍କାପଣ ହୋଇପାରେ ।[୨] [୩] ଏହା ସେଣ୍ଟ ଜନ ୱର୍ଟ ସହିତ ପ୍ରତିକ୍ରିୟା କରିଥାଏ ।[୩] ଏହା ଏନ‌କେ<sub id="mwHw">୧</sub> ( NK <sub id="mwHw">1</sub> )ରିସେପ୍ଟରକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୩]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରୋଲାପିଟାଣ୍ଟ ଅନୁମୋଦିତ ହୋଇଥିଲା। [୪] ୨୦୧୭ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିଲା କିନ୍ତୁ ପରେ ସେହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୬୭୦ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Varubi- rolapitant tablet". DailyMed. 6 August 2019. Archived from the original on 26 October 2020. Retrieved 21 August 2020.
  2. ୨.୦ ୨.୧ ୨.୨ "Rolapitant Monograph for Professionals". Drugs.com (in ଇଂରାଜୀ). Retrieved 18 October 2021.
  3. ୩.୦ ୩.୧ ୩.୨ ୩.୩ "Varuby" (PDF). Archived (PDF) from the original on 8 May 2020. Retrieved 18 October 2021.
  4. "DailyMed - VARUBI- rolapitant tablet". dailymed.nlm.nih.gov. Archived from the original on 26 October 2020. Retrieved 18 October 2021.
  5. "Varuby". Archived from the original on 26 June 2021. Retrieved 18 October 2021.
  6. "Varubi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 18 October 2021.