ରୋମିଡେପସିନ
Clinical data | |
---|---|
Trade names | Istodax |
Synonyms | FK228; FR901228; Istodax |
AHFS/Drugs.com | monograph |
MedlinePlus | a610005 |
data |
|
Pregnancy category |
|
Routes of administration | Intravenous infusion |
Legal status | |
Legal status |
|
Pharmacokinetic data | |
Bioavailability | Not applicable (IV only) |
Protein binding | 92–94% |
Metabolism | Liver (mostly CYP3A4-mediated) |
Elimination half-life | 3 hours |
Identifiers | |
| |
ECHA InfoCard | 100.211.884 |
Chemical and physical data | |
Formula | C24H36N4O6S2 |
Molar mass | ୫୪୦.୬୯ g·mol−1 |
3D model (JSmol) | |
| |
| |
(verify) |
ରୋମିଡେପସିନ (ଇଂରାଜୀ ଭାଷାରେ Romidepsin), ଇଷ୍ଟୋଡାକ୍ସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି କ୍ୟୁଟାନିଅସ ଟି-ଜୀବକୋଷ ଲିମ୍ଫୋମା (CTCL) ଏବଂ ପ୍ରାନ୍ତୀୟ ଟି-ଜୀବକୋଷ ଲିମ୍ଫୋମାର (PTCLs) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେବା ପରେ ଏହା ବ୍ୟବହୃତ ହୁଏ |।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ପ୍ଲାଟେଲେଟ୍, ଅଇ, ଥକାପଣ ଏବଂ ସଂକ୍ରମଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ହିଷ୍ଟୋନ ଡିଆସେଟିଲେଜେସ ନାମକ ଏକ ଏନଜାଇମକୁ ଅବରୋଧ କରି ପ୍ରୋଗ୍ରାମ ହୋଇଥିବା କୋଷ ମୃତ୍ୟୁକୁ ଆଣିଥାଏ ।[୩]
୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରୋମିଡେପସିନ ଅନୁମୋଦିତ ହୋଇଥିଲା ।[୨] ୨୦୧୨ରେ ୟୁରୋପରେ ଏହାକୁ ଅନୁମୋଦନ କରିବା ମନା କରାଯାଇଥିଲା ।[୪] ଏହା କ୍ରୋମୋବ୍ୟାକ୍ଟେରିଅମ ଭାୟଲାସେଅମ ଜୀବାଣୁରୁ ମିଳିଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହାର ୧୦ ମିଗ୍ରା ମାତ୍ରା ନିମନ୍ତେ ପ୍ରାୟ ୩,୩୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "DailyMed - ROMIDEPSIN injection, solution, concentrate". dailymed.nlm.nih.gov. Archived from the original on 18 October 2021. Retrieved 18 October 2021.
- ↑ ୨.୦ ୨.୧ ୨.୨ ୨.୩ "Romidepsin Monograph for Professionals". Drugs.com (in ଇଂରାଜୀ). Archived from the original on 7 March 2016. Retrieved 18 October 2021.
- ↑ "Romidepsin". National Cancer Institute. Archived from the original on 2009-05-09. Retrieved 2009-09-11.
- ↑ "Istodax". Archived from the original on 3 December 2020. Retrieved 18 October 2021.
- ↑ "Istodax Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 18 October 2021.
- ↑ Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.