Jump to content

ରେଗୋରାଫେନିବ

ଉଇକିପିଡ଼ିଆ‌ରୁ
ରେଗୋରାଫେନିବ
Clinical data
Trade namesStivarga, Regonix
SynonymsBAY 73-4506
AHFS/Drugs.commonograph
MedlinePlusa613004
data
Pregnancy
category
  • AU: D
  • US: D (Evidence of risk)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability69-83%
    Protein binding99.5%
    MetabolismHepatic (UGT1A9-mediated)
    Elimination half-life20-30 hours
    ExcretionFeces (71%), urine (19%)
    Identifiers
    • 4-[4-({[4-Chloro-3-(trifluoromethyl)phenyl]carbamoyl}amino)-3-fluorophenoxy]-N-methylpyridine-2-carboxamide hydrate
    ECHA InfoCard100.248.939 Edit this at Wikidata
    Chemical and physical data
    FormulaC21H15ClF4N4O3
    Molar mass୪୮୨.୮୨ g·mol−1
    3D model (JSmol)
    • CNC(=O)c1cc(ccn1)Oc2ccc(c(c2)F)NC(=O)Nc3ccc(c(c3)C(F)(F)F)Cl
    • InChI=1S/C21H15ClF4N4O3/c1-27-19(31)18-10-13(6-7-28-18)33-12-3-5-17(16(23)9-12)30-20(32)29-11-2-4-15(22)14(8-11)21(24,25)26/h2-10H,1H3,(H,27,31)(H2,29,30,32)
    • Key:FNHKPVJBJVTLMP-UHFFFAOYSA-N

    ରେଗୋରାଫେନିବ (ଇଂରାଜୀ ଭାଷାରେ Regorafenib), ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭାର୍ଗା ଏକ ବେପାର ନାମ, ହେଉଛି ବୃହଦନ୍ତ୍ର-ମଳାଶୟ କର୍କଟ,ପାକଅନ୍ତନଳୀ ଷ୍ଟ୍ରୋମାଲ୍ ଅର୍ବୁଦ (ଜିଏସ୍ଟି) ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଅନ୍ୟ ଚିକିତ୍ସା ବିଫଳ ହେବା ପରେ ଏହା ବ୍ୟବହୃତ ହୁଏ | [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଥକାପଣ, ରାସ, ତରଳ ଝାଡ଼ା, ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ରକ୍ତସ୍ରାବ ଏବଂ ଜଠରାନ୍ତ୍ର ଛିଦ୍ର ହୋଇପାରେ ।[] ଏହା ଭିଇଜିଏଫ (VEGF) ରିସେପ୍ଟର ଏବଂ ଏଫଜିଏଫ (FGF) ରିସେପ୍ଟର ସହିତ ଏକ ପୁଷ୍ଟିସାର କାଇନେଜ ଇନହିବିଟର । [] []

    ୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରେଗୋରାଫେନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହ ଚିକିତ୍ସାର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୩,୭୫୦ ପାଉଣ୍ଡ । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୯,୬୦୦ ଡଲାର ଅଟେ ।[]

    1. 1 2 3 4 5 "Regorafenib Monograph for Professionals". Drugs.com (in ଇଂରାଜୀ). Archived from the original on 20 September 2020. Retrieved 16 October 2021.
    2. 1 2 3 4 "Stivarga". Archived from the original on 6 March 2021. Retrieved 16 October 2021.
    3. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1053. ISBN 978-0-85711-369-6.{{cite book}}: CS1 maint: date format (link)
    4. "Stivarga Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 March 2016. Retrieved 16 October 2021.