ରୂପୀ କୌର

ଉଇକିପିଡ଼ିଆ‌ରୁ
ରୂପୀ କୌର
ଜନ୍ମ ଓ ଜନ୍ମସ୍ଥାନ (1992-10-05) ୫ ଅକ୍ଟୋବର ୧୯୯୨ (ବୟସ ୩୧)
ପଞ୍ଜାବ, ଭାରତ
ବୃତ୍ତିଲେଖକ, କବି
ଭାଷାଇଂରାଜୀ
ନାଗରିକତାକାନାଡିଆନ
ସାହିତ୍ୟ କୃତିMilk and Honey
ୱେବସାଇଟ
www.rupikaur.com

ରୂପୀ କୌର ଜଣେ କାନାଡ଼ାର ନାରିବାଦୀ କବି, ଲେଖକ ଏବଂ କଥିତ ଶବ୍ଦ କଳାକାର ଅଟନ୍ତି । ଇନଷ୍ଟୋଗ୍ରାମରେ ତାଙ୍କର କବିତା ଅନଲାଇନରେ ପୋଷ୍ଟ କରି ଲାଭ ପାଇବା ପାଇଁ ସେ "ଇନଷ୍ଟାପୋଟ୍" ଭାବରେ ଜଣାଶୁଣା । [୧]

ସେ ୨୦୧୫ ମସିହାରେ "କ୍ଷୀର ଏବଂ ମହୁ" ଶୀର୍ଷକ କବିତା ଏବଂ ଗଦ୍ୟର ଏକ ପୁସ୍ତକ ପ୍ରକାଶ କରିଥିଲେ , ଯାହା ହିଂସା, ଶୋଷଣ, ପ୍ରେମ, କ୍ଷତି ଏବଂ ନାରୀତ୍ବର ବିଷୟବସ୍ତୁକୁ ଦର୍ଶାଏ ।[୨]


ଜୀବନ[ସମ୍ପାଦନା]

ରୂପୀ କୌର ଭାରତର ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ ଏବଂ ଯେତେବେଳେ ସେ ୪ ବର୍ଷ ବୟସରେ ପିତାମାତାଙ୍କ ସହ କାନାଡ଼ାର ଟୋରୋଣ୍ଟୋକୁ ଯାଇଥିଲେ । ପିଲାଦିନେ ସେ ଚିତ୍ର ଆଙ୍କିବା ପାଇଁ ତାଙ୍କ ମାଁଙ୍କଠାରୁ ପ୍ରେରଣା ନେଇଥିଲେ । ସେ ନିଜ ଜନ୍ମଦିନରେ ନିଜ ବନ୍ଧୁମାନଙ୍କୁ କବିତା କିମ୍ବା ମାଧ୍ୟମିକ ବିଦ୍ୟାଳୟ କ୍ରସ ପାଇଁ ବାର୍ତ୍ତା ଲେଖନ୍ତି। ସେ ଓଣ୍ଟାରିଓ ୱାଟରଲୁ ବିଶ୍ୱବିଦ୍ୟାଳୟରେ ସୁଭାଷନ- କଳା ବ୍ୟବସାୟିକ ଲେଖା ଅଧ୍ୟୟନ କରିଥିଲେ । ସେ ବର୍ତ୍ତମାନ ତାଙ୍କ ପିତାମାତା ଏବଂ ଚାରି ଭାଇଙ୍କ ସହ ଅନଟାରିଓର ବ୍ରମ୍ପଟନରେ ରହନ୍ତି ।  [୩]

ଆଧାର[ସମ୍ପାଦନା]

  1. Flood, Alison (2016-09-13). "Poet Rupi Kaur's Milk and Honey sells more than half a million copies". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Archived from the original on 11 मार्च 2017. Retrieved 2016-10-08. {{cite news}}: Check date values in: |archive-date= (help)
  2. "Milk & Honey: A Poet Exposes Her Heart". Kaur Life. 2014-11-20. Archived from the original on 6 अगस्त 2017. Retrieved 2016-10-08. {{cite web}}: Check date values in: |archive-date= (help)
  3. El-Safty, Amirah. "Internet Made the Poetry Star: The digital life and times of poet and artist Rupi Kaur". The Walrus. The Walrus. Archived from the original on 7 अप्रैल 2016. Retrieved 23 March 2016. {{cite web}}: Check date values in: |archive-date= (help)