ରୀନା କୌଶାଳ ଧରମଶକ୍ତୁ

ଉଇକିପିଡ଼ିଆ‌ରୁ

ରୀନା କୌଶାଳ ଧରମଶକ୍ତୁ (ହିନ୍ଦୀ:रीना कौशिक धर्मशक्ति, ୧୯୭୦ ମସିହାରେ ଜନ୍ମ) ଦକ୍ଷିଣ ଧ୍ରୁବରେ ସ୍କୀର ପ୍ରଥମ ଭାରତୀୟ ମହିଳା ଅଟନ୍ତି ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୀନା ପଞ୍ଜାବ, ଭାରତରେ ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଜଣେ ପଞ୍ଜାବୀ ଥିଲେ ଏବଂ ମାତା ଉତ୍ତର ପ୍ରଦେଶରୁ ଥିଲେ । ସେ ଦାର୍ଜିଲିଙ୍ଗରେ ବଡ଼ ହୋଇ ସେଠାରେ ହିମାଳୟ ପର୍ବତାରୋହଣ ସଂସ୍ଥାନରେ ପର୍ବତାରୋହଣ ପାଠ୍ୟକ୍ରମରେ ଭାଗନେଇଥିଲେ । ସେ ବହୁ ଅଭିଯାନ ଚଲେଇଛନ୍ତି । ତାଙ୍କ ପିତା ଲବ ରାଜ ସିଂ ଧରମଶକ୍ତୁ ଜଣେ ସଫଳ ପର୍ବତାରୋହୀ ଅଟନ୍ତି । ସେ ମାଉଣ୍ଟ ଏଭରେଷ୍ଟ ଶିଖର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଓ ୩୮ରୁ ଅଧିକ ଶୃଙ୍ଗ ପର୍ଯ୍ୟନ୍ତ ଚଢିଛନ୍ତି ।

ଉପଲବ୍ଧି[ସମ୍ପାଦନା]

୨୯ ଡିସେମ୍ବର ୨୦୦୯ ମସିହାରେ, ରୀନା ଆଠ-ସ୍ତ୍ରୀ ରାଷ୍ଟ୍ର ମଣ୍ଡଳ ଟୀମ Kaspersky Commonwealth Antarctic Expedition ଭାଗ ରୂପେ ଐତିହାସିକ ସ୍କୀ-ରନ ବନେଇଥିଲେ, ଯେଉଁଥିରେ ସେ ୯୦୦ କିଲୋମିଟର ଆଣ୍ଟାର୍କାଟିକ ବରଫ ଟ୍ରେକ୍ ପାରି କରି ରାଷ୍ଟ୍ରମଣ୍ଡଳର ସ୍ଥାପନ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Delhi girl becomes first Indian woman to ski to South Pole". timesofindia.indiatimes.com. January 1, 2010. Archived from the original on 2012-10-25. Retrieved 2010-01-01.
  2. "Pakistan: Eight intrepid women to set out on Antarctic expedition". Daily the Pak Banker. 3 October 2009. Retrieved 13 November 2017 – via LexisNexis. {{cite news}}: Cite has empty unknown parameter: |dead-url= (help); Unknown parameter |subscription= ignored (|url-access= suggested) (help)

ବାହାର ଲିଙ୍କ[ସମ୍ପାଦନା]