ରିମେକ୍ସୋଲୋନ
ଦେଖଣା
| Clinical data | |
|---|---|
| Trade names | Vexol |
| Synonyms | Trimexolone; Org 6216; 11β-Hydroxy-16α,17α,21-trimethylpregna-1,4-dien-3,20-dione |
| AHFS/Drugs.com | monograph |
| MedlinePlus | a606003 |
| Pregnancy category |
|
| Routes of administration | Eye drops |
| Pharmacokinetic data | |
| Elimination half-life | estimated 1–2 hours |
| Excretion | >80% faeces |
| Identifiers | |
| |
| ECHA InfoCard | 100.211.227 |
| Chemical and physical data | |
| Formula | C24H34O3 |
| Molar mass | ୩୭୦.୫୩ g·mol−1 |
| 3D model (JSmol) | |
| |
| |
| (verify) | |
ରିମେକ୍ସୋଲୋନ (ଇଂରାଜୀ ଭାଷାରେ Rimexolone), ଭେକ୍ସୋଲ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଷ୍ଟିରଏଡ ଔଷଧ ଯାହା ଆଖିର ପ୍ରଦାହକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଅଗ୍ରବର୍ତ୍ତୀ ୟୁଭାଇଟିସ୍ ଏବଂ ଆଖି ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ଦିଆଯାଏ । ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚକ୍ଷୁ ଅନ୍ତଃସ୍ଥଳ ଚାପ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଆଖି ଯନ୍ତ୍ରଣା, ଲାଲ ରଙ୍ଗ ଏବଂ ନାକରୁ ତରଳ ପଦାର୍ଥ ପ୍ରବାହିତ ହୁଏ ।[୧] ଅନ୍ୟ ଜଟିଳତା ମଧ୍ୟରେ ସ୍ୱଚ୍ଛ ପଟଳ କବକ ସଂକ୍ରମଣ ହୋଇପାରେ ।
୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିମେକ୍ସୋଲୋନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ମିଲି ବୋତଲର ମୂଲ୍ୟ ପ୍ରାୟ ୧୦୦ ଡଲାର ଥିଲା ।[୨] ୨୦୧୯ ସୁଦ୍ଧା ଏହା ଆଉ ଯୁକ୍ତରାଜ୍ୟରେ ଉପଲବ୍ଧ ହେଉନାହିଁ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Rimexolone Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 17 October 2021.
- ↑ "Vexol Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 17 October 2021.
- ↑ "Rimexolone eye drops. Rimexolone antibiotic eye drops - Patient". patient.info (in ଇଂରାଜୀ). Archived from the original on 13 August 2021. Retrieved 17 October 2021.