Jump to content

ରାୟପୁର - ଭିଲାଇ -ଦୁର୍ଗ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Raipur-Bhilai-Durg Expressway
Route information
Length:26.6 km (୧୬.୫ mi)
History:Completed in 2006[]
Major junctions
From:Raipur
To:Durg
Highway system

ଭାରତୀୟ ସଡ଼କ ପରିବହନ
ଜାତୀୟ    ରାଜ୍ୟ

ରାୟପୁର - ଭିଲାଇ -ଦୁର୍ଗ ଏକ୍ସପ୍ରେସୱେ , ଏକ 26.6 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ ଓ ଏହା ଜାତୀୟ ରାଜପଥ 6ର ଏକ ଅଂଶ ।  ଛତିଶଗଡ଼ ରାଜ୍ୟ ରାୟପୁର,  ଭିଲାଇ ଓ ଦୁର୍ଗ ସହରକୁ ଆନ୍ଧ୍ରପ୍ରଦେଶର ବିଶାଖାପାତ୍ତ୍ନାମ ସହର ଦ୍ରୁତ  ଗତି ସଡକଦ୍ୱାରା ସଂଯୋଗ କରେ । 

ଏହି ପ୍ରକଳ୍ପରେ 95 କୋଟି ଟଙ୍କା ଖରଚ ହୋଇଥିଲା ଓ ଏହା Build - Operate - Trasfer ( BOT) ଭିତ୍ତିରେ 11 ବର୍ଷ 9 ମାସ[] []ପାଇଁ ଚୁକ୍ତି ହେଇ DS Constructionଦ୍ୱାରା ନିର୍ମିତ ହେଇଥିଲା । ରାୟପୁର ଦୁର୍ଗ ମଧ୍ୟରେ ଥିବା 2 ଲେନ ରାସ୍ତାକୁ 4 ଲେନ ବିଶିଷ୍ଟ କରି ଏହା ନିର୍ମିତ ହେଇଥିଲା । ତାହାଦ୍ୱାରା ରାୟପୁରରୁ ଦୁର୍ଗ []ମଧ୍ୟରେ ଯାତାୟତ ସମୟ ବହୁତ ହ୍ରାସ ପାଇଥିଲା । []

ଆଧାର 

[ସମ୍ପାଦନା]
  1. Completion of Raipur-Durg Expressway project
  2. Delhi firm bags Rs 190 cr NHAI road contract.
  3. The Hindu Business Line : DS Constructions completes expressway.
  4. "DS Constructions completes Raipur-Durg Expressway Project". Archived from the original on 2013-12-12. Retrieved 2016-12-23.
  5. Raipur Durg : Latest News on Raipur Durg , Raipur Durg Updates, Raipur Durg Videos, Photos, Wiki, Topic.