ରାହୁଳ ଦ୍ରାବିଡ଼

ଉଇକିପିଡ଼ିଆ‌ରୁ
ରାହୁଳ ଦ୍ରାବିଡ଼
ବ୍ୟକ୍ତିଗତ ତଥ୍ୟ
ନାମରାହୁଳ ଶରଦ ଦ୍ରାବିଡ଼
ଡାକ ନାମଦି ବାଲ, ଜାମି, ମି. ଡିପେଣ୍ଦେବଲ
ଉଚ୍ଚତା5 ft 11 in (1.80 m)
ବ୍ୟାଟିଂ ପ୍ରକାରଡାହାଣ ହାତୀ
ବୋଲିଂ ପ୍ରକାରଡାହାଣ ହାତ ଅଫ ସ୍ପିନ
ଭୂମିକାବ୍ୟାଟ୍ସମାନ, ଉଇକେଟକିପର
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 207)20 June 1996 v ଇଂଲଣ୍ଡ
ଶେଷ ଟେଷ୍ଟ24 January 2012 v ଅଷ୍ଟ୍ରେଲିଆ
ପ୍ରଥମ ଦିନିକିଆ (cap 339)3 April 1996 v ଶ୍ରୀଲଙ୍କା
ଶେଷ ଦିନିକିଆ16 September 2011 v ଇଂଲଣ୍ଡ
ଦିନିକିଆ ଜାମା ନମ୍ବର19
Only T20I31 August 2011 v ଇଂଲଣ୍ଡ
ଘରୋଇ ଦଳ ତଥ୍ୟ
YearsTeam
1990–presentକର୍ଣ୍ଣାଟକ କ୍ରିକେଟ ଟିମ
2003Scotland
2000Kent
2008–2010Royal Challengers Bangalore
2011–presentRajasthan Royals
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 164 344 298 449
ମୋଟ ରନ 13,288 10,889 23,794 15,271
ବ୍ୟାଟିଂ ହାର 52.31 39.16 55.33 42.30
ଶତକ/ଅର୍ଦ୍ଧଶତକ 36/63 12/83 68/117 21/112
ସର୍ବାଧିକ ରନ 270 153 270 153
ବଲ ସଂଖ୍ୟା 120 186 617 477
ଉଇକେଟ 1 4 5 4
ବୋଲିଂ ହାର 39.00 42.50 54.60 105.25
ଇନିଙ୍ଗସରେ ୫ଟି ଉଇକେଟ 0 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0 0
ସବୁଠୁ ଭଲ ବୋଲିଂ 1/18 2/43 2/16 2/43
କ୍ୟାଚ/ଷ୍ଟମ୍ପିଙ୍ଗ 210/0 196/14 353/1 233/17
Source: Cricinfo, 30 January 2012

ରାହୁଳ ଶରଦ ଦ୍ରାବିଡ଼ ଉଚ୍ଚାରଣ  (ଜନ୍ମ ୧୧ ଜାନୁଆରୀ ୧୯୭୩) ଜଣେ ପୂର୍ବତନ ଭାରତୀୟକ୍ରିକେଟ ଖେଳାଳି ଓ ଭାରତୀୟ ଟେଷ୍ଟ କ୍ରିକେଟ ତଥା ୱାନ ଡେ ଇଣ୍ଟରନ୍ୟାସନାଲ ଟିମର ଅଧିନାୟକ ଅଟନ୍ତି । ରାହୁଳ ଶ୍ରେଷ୍ଠ ପାଞ୍ଚ ଜଣ ଉଇସଡେନ କ୍ରିକେଟିଅର ଅଫ ଦି ଇଅର ଭାବରେ ୨୦୦୦ ମସିହାରେ ସମ୍ମାନୀତ ହୋଇଛନ୍ତି ।[୧] ରାହୁଳ ଆଇ.ସି.ସି ପ୍ଲେଅର ଅଫ ଦି ଇଅର ଏବଂ ଟେଷ୍ଟ ପ୍ଲେଅର ଅଫ ଦି ଇଅର ଭାବରେ ଉନ୍ମୋଚନ ପୁରସ୍କାର ମହୋତ୍ସବରେ ୨୦୦୪ରେ ସମ୍ମାନୀତ [୨] ରାହୁଳ ଟେଷ୍ଟ ଖେଳରେ ସବୁଠାରୁ ଅଧିକ କ୍ୟାଚ ନେଇ ରେକର୍ଡ଼ ତିଆରି କରିଛନ୍ତି । ୯ ମାର୍ଚ ୨୦୧୨ରେ ସେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଲେ ବୋଲି ଘୋଷଣା କଲେ ।[୩] ରାହୁଳ ପଞ୍ଚମ ଭାରତୀୟ କ୍ରିକେଟ ଖେଳାଳି ଭାବେ ୧ ନଭେମ୍ବର ୨୦୧୮ ତାରିଖରେ ଆଇ.ସି.ସି. ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି ।[୪]

ଆଧାର[ସମ୍ପାଦନା]

  1. "Cricketer of the Year, 2000 – Rahul Dravid". Content.cricinfo.com. Retrieved 20 December 2010.
  2. "ICC Awards: Look no further Dravid". Espnstar.com. 5 September 2008. Archived from the original on 21 July 2011. Retrieved 20 December 2010.
  3. "Rahul Dravid retires from cricket 'with sadness but also with pride'". Article. The Guardian. Amrch 09 2012. Retrieved March 09, 2012. {{cite web}}: Check date values in: |accessdate= and |date= (help)
  4. https://www.msn.com/en-in/sports/cricket/rahul-dravid-5th-indian-to-be-inducted-in-icc-hall-of-fame/ar-BBPcotD?ocid=mailsignout

ବାହାର ଲିଙ୍କ[ସମ୍ପାଦନା]