Jump to content

ରାମଗଡ଼

ଉଇକିପିଡ଼ିଆ‌ରୁ
(ରାମଗଡରୁ ଲେଉଟି ଆସିଛି)

ରାମଗଡ଼ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ । ଏହା ହୋରଣ୍ଡା ନାମରେ ମଧ୍ୟ ପରିଚିତ ।

ଅବସ୍ଥିତି 

[ସମ୍ପାଦନା]

ଏହା  ପଲାମୁର ମୁଖ୍ୟ ଦପ୍ତରଠାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ।ଏହାର ଏକ ପାଟରେ ପର୍ବତ ସମୂହ ରହିଛି । ଏଠାରେ ଅସୁରୀ ଭାଷା ବ୍ୟବହାର ହେଇଥାଏ । ଭୋଜପୁରୀ ଓ ହିନ୍ଦୀ ମଧ୍ୟ ପ୍ରଚଳିତ ରହିଥାଏ । ଭାଷା ସବୁ ପାଇଁ ଦେବନାଗରୀ ଲିପି ବ୍ୟବହାର ହେଇଥାଏ ।

ଆଧାର 

[ସମ୍ପାଦନା]