ରାମଗଙ୍ଗା ବନ୍ଧ

Coordinates: 29°31′10″N 78°45′31″E / 29.51944°N 78.75861°E / 29.51944; 78.75861
ଉଇକିପିଡ଼ିଆ‌ରୁ
ରାମଗଙ୍ଗା ବନ୍ଧ
ରାମଗଙ୍ଗା ବନ୍ଧ is located in India
ରାମଗଙ୍ଗା ବନ୍ଧ
Location of ରାମଗଙ୍ଗା ବନ୍ଧ
ଦେଶIndia
ଦିଗବାରେଣି29°31′10″N 78°45′31″E / 29.51944°N 78.75861°E / 29.51944; 78.75861
ସ୍ଥିତିOperational
କାମ ଆରମ୍ଭ ହେଲା1961
ତିଅରି ଖର୍ଚRs. 172.12 crores
ମାଲିକUttaranchal Jal Vidyut Nigam Limited
ବନ୍ଧ ଓ ପାଣି ଯିବା ବାଟ
ପାଣିଯିବା ବାଟର କ୍ଷମତା8,467 m3/s (299,009 cu ft/s)
ପାବାର ଷ୍ଟେସନ
ସେବାରୁ ବିରତ ତାରିଖ1975-1977

ରାମଗଙ୍ଗା ବନ୍ଧ, ଉତ୍ତରାଖଣ୍ଡର ରାମଗଙ୍ଗା ନଦୀର ଏକ ବନ୍ଧ (Dam) । ଏହା ଗରବାଳ ଜିଲ୍ଲାରେ ଥିବା ଜିମ କରବେଟ ଜାତୀୟ ପାର୍କ ମଧ୍ୟରେ କାଲାଗଡ଼ର ୩ କିଲୋମିଟର ଉପରେ ରହଛି ।[୧]

ପ୍ରଚ୍ଛଦ [ସମ୍ପାଦନା]

ଏହି ବନ୍ଧ ରାମଗଙ୍ଗା ବହୁମୂଖୀ ପ୍ରକଳ୍ପର ଏକ ଅଂଶ । ଏଠାରେ ୧୯୮ କିଲୋୱାଟ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଚାଳନା ସହ ୫୭.୫୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେଇଥାଏ । ଏହା ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ମଧ୍ୟ କରିଥାଏ । ଏହି ବନ୍ଧର ନିର୍ମାଣ ୧୯୬୧ରୁ ଆରମ୍ଭ ହୋଇ ୧୯୭୪ ମସିହାରେ ସମୟତ ହେଇଥିଲା । [୨]

ଆହୁରି ଦେଖନ୍ତୁ [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Ramganga Hydroelectric Project JH00971". ୱାଟର୍ ରିସୋର୍ସ୍ ଇନ୍‌ଫର୍ମେସନ୍ ସିଷ୍ଟମ୍ ଅଫ୍ ଇଣ୍ଡିଆ. Retrieved 2 June 2017.
  2. Prasad, Kamta; Goel, R.S. (2000). Environmental management in hydro electric projects proceedings of the national seminar held at India International Centre, New Delhi, on November 11 and 12, 1999. New Delhi: Concept Pub. Co. p. 155. ISBN 81-7022-870-0. {{cite book}}: More than one of |author2= and |last2= specified (help)