Jump to content

ରାଭୁଲିଜୁମାବ

ଉଇକିପିଡ଼ିଆ‌ରୁ
ରାଭୁଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetComplement component 5
Clinical data
Pronunciationrav" ue liz' ue mab
Trade namesUltomiris
SynonymsALXN1210, ravulizumab-cwvz
AHFS/Drugs.commonograph
MedlinePlusa619014
data
Pregnancy
category
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Metabolismvarious proteases
    Chemical and physical data
    FormulaC6430H9888N1696O2028S48
    Molar mass୧,୪୪,୯୩୮.୫୬ g·mol−1

    ,

    ରାଭୁଲିଜୁମାବ (ଇଂରାଜୀ ଭାଷାରେ Ravulizumab, ଏକ ବେପାର ନାମ ଅଲ୍ଟୋମିରିସ, ହେଉଛି ଏକ ଔଷଧ ଯାହା ପାରୋକ୍ସିସମାଲ୍ ନୋକଟରନାଲ ହେମୋଗ୍ଲୋବିନୁରିଆ (PNH) ଏବଂ ଆଟିପିକାଲ୍ ହେମୋଲାଇଟିକ୍ ୟୁରେମିକ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୫]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ତରଳ ଝାଡ଼ା, ଜ୍ୱର, ଅଇ, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେନିଙ୍ଗୋକୋକାଲ୍ ସଂକ୍ରମଣ ହୋଇପାରେ ।[୩] ଗର୍ଭାବସ୍ଥାରେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସଂପୃକ୍ତ ଉପାଦାନ ୫ (complement component 5/ C5)ର କାର୍ଯ୍ୟକଳାପ ସ‌ହିତ ସଂଯୁକ୍ତ ହେ ଅବରୋଧ କରେ ।[୩]

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରାଭୁଲିଜୁମାବ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ବର୍ଷକୁ ଏହାର ମୂଲ୍ୟ ପ୍ରାୟ ୪୬୦,୦୦୦ ଡଲାର ଅଟେ ।[୭]

    1. ↑ "Ultomiris 300 mg concentrate for solution for infusion - Summary of Product Characteristics (SmPC)". (emc). Archived from the original on 18 October 2020. Retrieved 12 October 2020.
    2. ↑ "Ultomiris- ravulizumab solution, concentrate". DailyMed. 20 March 2020. Archived from the original on 23 September 2020. Retrieved 1 May 2020.
    3. 1 2 3 4 5 "Ultomiris EPAR". European Medicines Agency (EMA). 24 April 2019. Archived from the original on 8 May 2020. Retrieved 1 May 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. 1 2 "DailyMed - ULTOMIRIS- ravulizumab solution, concentrate". dailymed.nlm.nih.gov. Archived from the original on 23 September 2020. Retrieved 16 October 2021.
    5. 1 2 "Ravulizumab-cwvz Monograph for Professionals". Drugs.com (in ଇଂରାଜୀ). Retrieved 16 October 2021.
    6. ↑ "Ravulizumab (Ultomiris) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 16 October 2021.
    7. ↑ Stern, RM; Connell, NT (2019). "Ravulizumab: a novel C5 inhibitor for the treatment of paroxysmal nocturnal hemoglobinuria". Therapeutic advances in hematology. 10: 2040620719874728. doi:10.1177/2040620719874728. PMID 31534662.