ରାଣୀ ହଜାରିକା

ଉଇକିପିଡ଼ିଆ‌ରୁ
ରାଣୀ ହଜାରିକା
ଜନ୍ମ (1987-10-07) ୭ ଅକ୍ଟୋବର ୧୯୮୭ (ବୟସ ୩୬)
ଗୁଆହାଟୀ, ଆସାମ, ଭାରତ
ଶୈଳୀ
  • ଫିଲ୍ମି
  • ଇଣ୍ଡିଆନ୍ ପପ୍
  • ଗଜଲ୍
  • ଭଜନ
  • ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ
  • ଇଲେକ୍‌ଟ୍ରୋନିକ୍
ପେଷାକଣ୍ଠଶିଳ୍ପୀ, ସଙ୍ଗୀତକାର
ବାଦ୍ୟଯନ୍ତ୍ରଭୋକାଲ୍, ତବଲାବାଦକ
ୱେବସାଇଟranihazarika.com

ରାଣୀ ହଜାରିକା (ଜନ୍ମ: ୭ ଅକ୍ଟୋବର ୧୯୮୭)[୧] ଜଣେ ଭାରତୀୟ ଅହମୀୟା[୨] ଲୋକଗୀତ ଗାୟିକ ତଥା ହିନ୍ଦୀ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ ଗାୟିକା ।[୩] ସେ ମଞ୍ଚରେ ସଙ୍ଗୀତ ପରିବେଷଣ କରନ୍ତି ।[୪]

ଜୀବନୀ[ସମ୍ପାଦନା]

ଅଳ୍ପ ବୟସରୁ ସଙ୍ଗୀତ ଶିଳ୍ପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।[୫][୬] ସେ ୧୩ ବର୍ଷ ବୟସରେ ସେ ପେଷାଗତ ଗାୟିକା ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିଥିଲେ । ଅନେକ ଆନ୍ତର୍ଜାତୀୟ ପୁରସ୍କାର ସହିତ ସେ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ୍ ପୁରସ୍କାର ପାଇଥିଲେ ।[୭] ସେ କଥାଚିତ୍ରରେ ଗୀତ ଗାଇବା ସହିତ ତାଙ୍କର କିଛି ଆଲବମ୍ ମୁକ୍ତିଲାଭ କରିଛି । ୨୦୧୫ ମସିହାରେ ଫୋବସ‌ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୧୦୦ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସେ ସ୍ଥାନିତ ହୋଇଥିଲେ ।[୮] ମସ୍କୋରେ ସେ ଏକ ଐତିହାସିକ ଫୋରମ୍‌‌ରେ ସଙ୍ଗୀତ ପରିବେଷଣ କରିଥିଲେ ।[୯]

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଫଳାଫଳ
୨୦୨୨ କେ.ଏଲ୍ ସେହଗଲ୍ ଜାତୀୟ ପୁରସ୍କାର[୧୦] ବିଜୟୀ[୧୧]

ଆଧାର[ସମ୍ପାଦନା]

  1. "Rani Hazarika: A Melodious Journey of a Versatile playback singer and live Performer | APN News". Retrieved 22 December 2023.
  2. "Rani Hazarika- The Rockstar from Assam". 5 December 2019. Retrieved 22 December 2023.
  3. "Rani Hazarika and Jaan Nissar Lone's melodies enchant the spectacular Bangus Festival!". The Times of India. 16 September 2023.
  4. "Music is in my blood: Rani Hazarika". Archived from the original on 2023-06-02. Retrieved 2024-02-17.
  5. "Bollywood Singer Rani Hazarika Biography, News, Photos, Videos".
  6. "Assam's popular singer Rani Hazarika says she found singing in Kashmiri difficult".
  7. "Rani Hazarika: A Harmonious Odyssey of a Multifaceted Artiste".
  8. "Forbes India Celebrity 100 Nominees List For 2015". Forbes India (in ଇଂରାଜୀ). Retrieved 2023-10-13.
  9. "Rani Hazarika mesmerises with her song 'Mystic Trance' at the Russian-African forum". The Times of India. 26 July 2023.
  10. Bollywood singers Jaan Nissar Lone and Rani Hazarika win the first KL Saigal Awardbusinessworld.in 17 June 2022 Archived 1 March 2023 at the Wayback Machine.
  11. "Rani Hazarika Gets Sarhad's Kundalal Saigal National Award". Kashmir Life. 2022-06-16. Retrieved 2023-10-13.

ବାହାର ଲିନ୍[ସମ୍ପାଦନା]