ରାଜୁ କୁଲକାର୍ଣୀ
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Rajiv Ramesh Kulkarni | |||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||
| ଭୂମିକା | Bowler | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 175) | 15 October 1986 v Australia | |||||||||||||||||||||||||||||||||||||||
| ଶେଷ ଟେଷ୍ଟ | 11 February 1987 v Pakistan | |||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 46) | 17 December 1983 v West Indies | |||||||||||||||||||||||||||||||||||||||
| ଶେଷ ଦିନିକିଆ | 26 March 1987 v Pakistan | |||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
ରାଜୀବ ରମେଶ କୁଲକାର୍ଣୀ
pronunciation (help·info) (ଜନ୍ମ 25 ସେପ୍ଟେମ୍ବର 1962 , ବମ୍ବେ , ମହାରାଷ୍ଟ୍ର ) iଜଣେ ଉର୍ବତନ ଭାରତୀୟ କ୍ରିକେଟର । ସେ ଘରେଇ କ୍ରିକେଟ ବମ୍ବେ ପାଇଁ ଏକ ଦ୍ରୁତବୋଲର ହିସାବରେ ଖେଳୁଥିଲେ । ସେ ରଣଜୀ ଟ୍ରଫି ଫାଇନାଲରେ 1982-83 ମସିହାରେ 11 ରନ ଦେଇ 8 ୱିକେଟ ନେଇଥିଲେ । ସେ ତାଙ୍କର ପ୍ରଥମ ଅନ୍ତର୍ଜାତିକ ଏକ ଦିବାସୀୟ ମେଚ ଡିସେମ୍ବର 1983 ମସିହାରେ ଖେଳିଥିଲେ ।
ତାଙ୍କୁ 1986 ମସିହାରେ ଅଷ୍ଟ୍ରେଲିଆ ସହ ବମ୍ବେରେ ହେବାକୁ ଥିବା ଟେଷ୍ଟ ମେଚ ପାଇଁ ଶେଷମୁହୂର୍ତରେ ଡକା ଯାଇଥିଲା ଓ ସେ ସେଥିରେ ତାଙ୍କର ପ୍ରଥମ ଟେଷ୍ଟ ଖେଳିଥିଲେ ।ସେ ତାହା ପରେ ଫେବୃଆରୀ 1987ରେ ପାକିସ୍ତାନ ସହ 2ଟି ଟେଷ୍ଟ ଖେଳିଥିଲେ । ତାହା ପରେ ସେ ଔ ଟେଷ୍ଟ ଖେଳିବାର ସୁଯୋଗ ପାଇ ନ ଥିଲେ । ସେ ସମୁଦାୟ 10ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳି ଥିଲେ । ସେ 1990 ମସିହାରେ ଏସିଆ କପ ପାଇଁ ଦଳରେ ଥିଲେ ମଧ୍ୟ ଖେଳି ନ ଥିଲେ ।
ସେ 1992 ମସିହାରେ ସକ୍ରିୟ ଖେଳରୁ ଅବସର ନେଇଥିଲେ ଓ ତାଙ୍କ କ୍ରୀଡ଼ା ସରଞ୍ଜାମ ବ୍ୟବସାୟରେ ରହିଲେ ।
ଆଧାର
[ସମ୍ପାଦନା]- ରାଜୁ କୁଲକାର୍ଣୀ ଇ.ଏସ.ପି.ଏନ.କ୍ରିକଇନଫୋରୁESPNcricinfo