ରାଜା ରାମ ମନ୍ଦିର

ଉଇକିପିଡ଼ିଆ‌ରୁ
ରାଜା ରାମ ମନ୍ଦିର
ମଦାରିପୁର, ବଙ୍ଗଳାଦେଶଠାରେ ଥିବା ରାଜାରାମ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtମଦାରିପୁର
Location
Countryବଙ୍ଗଳାଦେଶ
ଭୌଗଳିକ ଅବସ୍ଥିତି23°13’23.5″N, 90°00’15.7″E
Architecture
ରାଜାରାମ ରାୟ
Completed୧୭ଶ ଶତାବ୍ଦୀ

ରାଜା ରାମ ମନ୍ଦିର (ଯୋଡ଼ା ବାଂଲା ମନ୍ଦିର ଭାବରେ ମଧ୍ୟ ଜଣାଶୁଣା) ବାଂଲାଦେଶର ମଦାରିପୁର ଜିଲ୍ଲାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିର ରାଜୋଇର ଉପଜିଲ୍ଲାର ଖାଲିଆ ଗ୍ରାମରେ ଅବସ୍ଥିତ । ଏହା ସପ୍ତଦଶ ଶତାବ୍ଦୀରେ ଖାଲିଆର ଜମିଦାର ରାଜାରାମ ରାୟଙ୍କଦ୍ୱାରା ନିର୍ମିତ ହୋଇଥିଲା ।[୧] ମନ୍ଦିରର ସମ୍ମୁଖ ଭାଗ ରାମାୟଣ-ମହାଭାରତର ଦୃଶ୍ୟରେ ସଜାଯାଇଥିବା ଟେରାକୋଟା ଟାଇଲରେ ଆଚ୍ଛାଦିତ ହୋଇଥିଲା ।[୨][୩] ବର୍ତ୍ତମାନ ମନ୍ଦିରଟି ବଙ୍ଗଳାଦେଶର ସରକାରଙ୍କ ଅଧିନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଅଛି ।[୪]

ଆଧାର[ସମ୍ପାଦନା]

  1. "Raja Ram Temple – Madaripur". Lonely Traveler. 3 August 2010. Retrieved 23 November 2023.
  2. "Jora Bangla Temple -". Banglapedia (in ଇଂରାଜୀ). Retrieved 2017-08-24.
  3. Ahmed, Babu; Chowdhury, Nazly (2005). Selected Hindu Temples of Bangladesh (PDF). UNESCO. p. 34. ISBN 984-32-1778-0. Retrieved 2017-08-24.
  4. "Raja Ram Temple". Offroad Bangladesh. Archived from the original on 23 November 2023. Retrieved 23 November 2023.