Jump to content

ରାଜଧାନୀ ଏକ୍ସପ୍ରେସ ଟ୍ରେନ ସମୂହ ( ଶ୍ରୀଲଙ୍କା )

ଉଇକିପିଡ଼ିଆ‌ରୁ

ରାଜଧାନୀ ଏକ୍ସପ୍ରେସ ଏକ ଟ୍ରେନ ସେବା ଯାହା ଶ୍ରୀଲଙ୍କା ଦେଶରେ ପ୍ରଚଳିତ । ବ୍ଲୁ ଲାଇନ କମ୍ପାନୀ ସହ ଏହି ସେବା ଶ୍ରୀଲଙ୍କାର ମୁଖ୍ୟ ସହର ମାନଙ୍କରେ ବିଭିନ୍ନ ମାର୍ଗରେ ଉତ୍ତମ ସେବା ଯୁକ୍ତ ବଗିଦ୍ୱାରା ରେଳ ସେବା ପ୍ରଦାନ କରିଥାଏ । ଏହି କମ୍ପାନୀ ନିଜେ କୌଣସି ଟ୍ରେନ ନା ଚଳେଇ ଶ୍ରୀଲଙ୍କା ରେଳବାଇଦ୍ୱାରା ପ୍ରଚଳିତ ଟ୍ରେନରେ ସବୁ ସୁବିଧା ଯୁକ୍ତ ଶୀତତାପ ନିୟନ୍ତ୍ରିତ ଆରାମଦାୟକ କାର ଯୋଡି ଏହି ସେବା ପ୍ରଦାନ କରିଥାଏ । 

ବିବରଣୀ 

[ସମ୍ପାଦନା]
.ରାଜଧାନୀ ଏକ୍ସପ୍ରେସ ବଗି 

ଯଦିଓ ରାଜଧାନୀ ଏକ୍ସପ୍ରେସ ନାମରେ ନମିତା ବଗି ସବୁ ଶ୍ରୀଲଙ୍କା ରେଳବିଭାଗଦ୍ୱାରା ଚାଲୁଥିବା ଟ୍ରେନରେ ଯୋଡ଼ା ହେଇ  ଚାଲେ , ରାଜଧାନୀ ଏକ୍ସପ୍ରେସ ତାର ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରେଇ ଥାଏ ।  ଶ୍ରୀଲଙ୍କାର ଉତ୍ଚ ମଧ୍ୟବିତ୍ତ ଓ ପର୍ଯ୍ୟଟକ ମାନକ ପାଇଁ ଏହି ସେବା ଉପଲବ୍ଧ । ଶ୍ରୀଲଙ୍କା ରେଳବାଇ ପ୍ରଚଳିତ ପ୍ରଥମ ଶ୍ରେଣୀ ମାହାସୁଲ ଉପରେ ଏହି କମ୍ପାନୀ ନିଜର ପ୍ରଦତ୍ତ ସୁବିଧା ପାଇଁ ମଧ୍ୟ ଅତିରିକ୍ତ ଭଡା ନେଇଥାଏ । 

ଇତିହାସ 

[ସମ୍ପାଦନା]

ବ୍ଲୁ ଲିନେ କମ୍ପାନୀଦ୍ୱାରା ଏହି ରାଜଧାନୀ ଏକ୍ସପ୍ରେସ ସେବା ପ୍ରଥମ କରି ଅକ୍ଟୋବର 1, 2011ରେ ।କାଣ୍ଡୀ ଇଣ୍ଟରସିଟିରୁ ଆରମ୍ଭ ହେଇଥିଲା । ଏହା ସହ ଔ ଏକ କମ୍ପାନୀଦ୍ୱାରା explosrilanka ନାମକ ସେବା ମଧ୍ୟ ଆରମ୍ଭ ସେହି ଦିନଠାରୁ ଆରଭ ହେଇଥିଲା ..ExpoRail.[୧]

ସେବା ସମୂହ 

[ସମ୍ପାଦନା]
Route Calling at Frequency
Main Line Colombo Fort to Kandy

and Colombo Fort to Badulla (Udarata Menike)

All Main Line stations Daily for Kandy;

Daily for Badulla

Route Calling at Frequency
Coastal Line Colombo Fort to Mathara Colombo Fort, Galle, Mathara Daily (except Thursdays)
ରୋଲିଙ୍ଗ ଷ୍ଟକ ବଗି 

ରାଜଧାନୀ ଏକ୍ସପ୍ରେସ ସେବା ପାଇଁ ରୋମାନିୟାରେ ନିର୍ମିତ ଅତ୍ୟାଧୁନିକ ବଗିର ବ୍ୟବହାର କରାଯାଏ । ପୂର୍ବରୁ ୧୯୯୦ଦଶକରେ ସେହି ବଗି ସବୁ ଶ୍ରୀଲଙ୍କା ରେଳବାଇଦ୍ୱାରା ଆମଦାନୀ ହେଇଥିଲା । ସେସବୁକୁ ୨୦୧୧/୨୦୧୨  ରେ ପୁନର୍ବିନ୍ୟାସ ତଥା ନବୀକରଣ କରାଯାଇ ରାଜଧାନୀ ଏକ୍ସପ୍ରେସ ବଗି ଭାବରେ ବ୍ୟବହାର କରାଗଲା । 

  • ExpoRail, Rajadhani's main competitor, serving a similar niche market