ରବୀନ୍ଦ୍ର ଜାଡେଜା
Jump to navigation
Jump to search
![]() | ||||
Jadeja during the 2012 Indian Premier League | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Ravindrasinh Anirudhsinh Jadeja | |||
ଜଣାଶୁଣା ନାଆଁ | Jaddu, RJ, Rockstar, Sir,Jakana Hudeja | |||
ବ୍ୟାଟିଂ ପ୍ରକାର | Left-handed lower order batsman | |||
ବୋଲିଂ ପ୍ରକାର | Slow left-arm orthodox | |||
ଭୁମିକା | All-rounder | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | India କ୍ରିକେଟ ଦଳ | |||
ପ୍ରଥମ ଟେଷ୍ଟ (cap 275) | 13 December 2012 v England | |||
ଶେଷ ଟେଷ୍ଟ | 7–9 August 2014 v England | |||
ପ୍ରଥମ ଦିନିକିଆ | 8 February 2008 v Sri Lanka | |||
ଶେଷ ଦିନିକିଆ କ୍ରିକେଟ | 21 June 2015 v Bangladesh | |||
Domestic team information | ||||
Years | ଦଳ | |||
2006–present | Saurashtra | |||
2008–2009 | Rajasthan Royals | |||
2011 | Kochi Tuskers Kerala | |||
2012–2015 | Chennai Super Kings | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Test | ODI | FC | LA |
ମ୍ୟାଚ | 12 | 120 | 55 | 159 |
ରନ | 364 | 1753 | 3530 | 2399 |
ବ୍ୟାଟିଂ ହାର | 21.41 | 32.46 | 46.44 | 31.56 |
ଶତକ/ଅର୍ଦ୍ଧଶତକ | 0/1 | 0/10 | 7/13 | 0/14 |
ସବୁଠୁ ବେଶି ସ୍କୋର | 68 | 87 | 331 | 87 |
ବଲ ସଂଖ୍ୟା | 3424 | 5876 | 5855 | 7704 |
ଉଇକେଟ | 45 | 144 | 152 | 198 |
ବୋଲିଂ ହାର | 30.37 | 33.19 | 27.13 | 30.36 |
ଇନିଙ୍ଗସରେ ୫ଟି ଉଇକେଟ | 2 | 1 | 10 | 1 |
ମ୍ୟାଚରେ ୧୦ଟି ଉଇକେଟ | 0 | n/a | 2 | n/a |
ସବୁଠୁ ଭଲ ବୋଲିଂ | 6/138 | 5/36 | 7/31 | 5/36 |
କ୍ୟାଚ/ଷ୍ଟମ୍ପ କରାଯାଇଥିବା | 11/– | 40/– | 40/– | 56/– |
Source: Cricinfo, 26 March |
ରବୀନ୍ଦ୍ର ଜାଡେଜା (ଜନ୍ମ )ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ହେଉଛନ୍ତି ଜଣେ ଦକ୍ଷ ଅଲରାଉଣ୍ଡର । ସେ ବାମହାତି ବ୍ୟଟ୍ସମ୍ୟାନ ଓ ବାମହାତି ଅଫ ବ୍ରେକ ବୋଲର । ସେ ସୌରାଷ୍ଟ୍ର ତରଫରୁ ରଣଜୀ ଓ ଚେନ୍ନାଇ ସୁପର କିଙ୍ଗ ତରଫରୁ ଆଇପିଏଲ ଖେଳନ୍ତି । ସେ ୧୯ ବର୍ଷ କମ ବିଶ୍ୱକପ ଦଳରେ ସଦସ୍ୟ ଥିଲେ । ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ।
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ଜଡେଜା ୬ ଡିସେମ୍ବର ୧୯୮୮ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଅନିରୁଧ୍ଶିହ୍ନ ଜଡେଜା ପ୍ରାଇଭେଟ ସିକିଉରିଟି ଏଜେନ୍ସିରେ ୱାଚମ୍ୟାନ ଥିଲେ । ତାଙ୍କ ମାତା ଲତା ୨୦୦୫ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଭଉଣୀ ନୟନା ଜଣେ ନର୍ସ ଅଟନ୍ତି ।
କ୍ୟାରିୟର[ସମ୍ପାଦନା]
୨୦୦୬-୦୭ ଦିଲ୍ଲୀପ ଟ୍ରଫିରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯ ବର୍ଷରୁ କମ ବିଶ୍ୱକପରେ ୬ଟି ମ୍ୟାଚରେ ୧୦ଟି ୱିକେଟ ନେଇଥିଲେ । ୨୦୧୨ରେ ଜଡେଜା ପ୍ରଥମ ଭାରତୀୟ ଭାବେ ଘରୋଇ କ୍ରିକେଟରେ ୩ଟି ତ୍ରିଶତକ ଅର୍ଜନ କରିଥିଲେ ।