ରବୀନ୍ଦ୍ର ଜାଡେଜା
Appearance
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Ravindrasinh Anirudhsinh Jadeja | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | NavagamGhed, Gujarat, India | ୬ ଡିସେମ୍ବର ୧୯୮୮|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Jaddu, RJ, Rockstar, Sir,Jakana Hudeja | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 5 ft 10 in (178 cm) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Left-handed lower order batsman | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Slow left-arm orthodox | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | All-rounder | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 275) | 13 December 2012 v England | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 7–9 August 2014 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 177) | 8 February 2008 v Sri Lanka | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 21 June 2015 v Bangladesh | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2006–present | Saurashtra | |||||||||||||||||||||||||||||||||||||||||||||||||||||||||||||||||
2008–2009 | Rajasthan Royals | |||||||||||||||||||||||||||||||||||||||||||||||||||||||||||||||||
2011 | Kochi Tuskers Kerala | |||||||||||||||||||||||||||||||||||||||||||||||||||||||||||||||||
2012–2015 | Chennai Super Kings | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 26 March 2015 |
ରବୀନ୍ଦ୍ର ଜାଡେଜା (ଜନ୍ମ )ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ହେଉଛନ୍ତି ଜଣେ ଦକ୍ଷ ଅଲରାଉଣ୍ଡର । ସେ ବାମହାତି ବ୍ୟଟ୍ସମ୍ୟାନ ଓ ବାମହାତି ଅଫ ବ୍ରେକ ବୋଲର । ସେ ସୌରାଷ୍ଟ୍ର ତରଫରୁ ରଣଜୀ ଓ ଚେନ୍ନାଇ ସୁପର କିଙ୍ଗ ତରଫରୁ ଆଇପିଏଲ ଖେଳନ୍ତି । ସେ ୧୯ ବର୍ଷ କମ ବିଶ୍ୱକପ ଦଳରେ ସଦସ୍ୟ ଥିଲେ । ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଜଡେଜା ୬ ଡିସେମ୍ବର ୧୯୮୮ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଅନିରୁଧ୍ଶିହ୍ନ ଜଡେଜା ପ୍ରାଇଭେଟ ସିକିଉରିଟି ଏଜେନ୍ସିରେ ୱାଚମ୍ୟାନ ଥିଲେ । ତାଙ୍କ ମାତା ଲତା ୨୦୦୫ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଭଉଣୀ ନୟନା ଜଣେ ନର୍ସ ଅଟନ୍ତି ।
କ୍ୟାରିୟର
[ସମ୍ପାଦନା]୨୦୦୬-୦୭ ଦିଲ୍ଲୀପ ଟ୍ରଫିରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯ ବର୍ଷରୁ କମ ବିଶ୍ୱକପରେ ୬ଟି ମ୍ୟାଚରେ ୧୦ଟି ୱିକେଟ ନେଇଥିଲେ । ୨୦୧୨ରେ ଜଡେଜା ପ୍ରଥମ ଭାରତୀୟ ଭାବେ ଘରୋଇ କ୍ରିକେଟରେ ୩ଟି ତ୍ରିଶତକ ଅର୍ଜନ କରିଥିଲେ ।