ରଣଜିତ ଗୁହା

ଉଇକିପିଡ଼ିଆ‌ରୁ

ରଣଜିତ ଗୁହା ଜଣେ (ଜନ୍ମ ୨୩ ମେ ୧୯୨୩[୧]) ଦକ୍ଷିଣ ଏସିଆର ଜଣେ ଐତିହାସିକ । ତାଙ୍କର କାମର ପ଼୍ରଭାବ ସବଲ୍ଟନ୍ ଗୋଷ୍ଠୀର ବିଚାରଧାରା ଉପରେ ସ୍ପଷ୍ଟ । ]],[୨] ସେ ଏହି ଗୋଷ୍ଠୀରେ ଅନେକ ସଂକଳନର ସଂପାଦକ ମଧ୍ୟ ଥିଲେ । ତାଙ୍କର ଗ୍ରନ୍ଥ "ଏଲିମେଣ୍ଟାରୀ ଆସ୍ପେକ୍ଟସ୍ ଅଫ୍ ପେଜାଣ୍ଟ୍ ଇନ୍ସର୍ଜେନ୍ସୀ ଇନ୍ କଲୋନିଆଲ୍ ଇଣ୍ଡିଆ"କୁ ଗୋଟିଏ କ୍ଲାସିକ୍ ଭାବରେ ଗଣାଯାଏ । [୩]

କର୍ମଜୀବନ[ସମ୍ପାଦନା]

ସେ ୧୯୫୯ ମସିହାରେ ବିଲାତକୁ ଦେଶାନ୍ତରିତ ହୋଇ ଚାଲିଯାଇଥିଲେ ଓ ସସେକ୍ସ୍ ବିଶ୍ୱବିଦ୍ୟାଳୟରେ ରୀଡର୍ ଭାବରେ କାମ କଲେ । ସେ ବର୍ତ୍ତମାନ ଅଷ୍ଟ୍ରିଆ ଦେଶର ଭିଏନା ସହରରେ ରହନ୍ତି । .[୪]

ନିର୍ବାଚିତ ଗ୍ରନ୍ଥାବଳୀ[ସମ୍ପାଦନା]

  • ୧୯୬୩ । ଏ ରୁଲ୍ ଅଫ୍ ପ୍ରପର୍ଟି ଫର୍ ବେଙ୍ଗଲ୍ : ଆନ୍ ଏସେ ଅନ୍ ଦ ଆଇଡିଆ ଅଫ୍ ପର୍ମାନେଣ୍ଟ୍ ସେଟେଲମେଣ୍ଟ୍, ପ୍ୟାରିସ୍ ଇତ୍ୟାଦି : ମୌଟନ୍ ଆଣ୍ଡ୍ କୋ । ନୂଆ ସଂସ୍କରଣ : ଡ୍ୟୁକ୍ ୟୁନିଭର୍ସିଟି ପ୍ରେସ୍ ।
  • ୧୯୮୩ । ଏଲିମେଣ୍ଟାରୀ ଆସ୍ପେକ୍ଟସ୍ ଅଫ୍ ପେଜାଣ୍ଟ୍ ଇନ୍ସର୍ଜେନ୍ସୀ ଇନ୍ କଲୋନିଆଲ୍ ଇଣ୍ଡିଆ । ଅକ୍ସଫୋର୍ଡ଼୍ ୟୁନିଭର୍ସିଟି ପ୍ରେସ, ଦିଲ୍ଲୀ । ନୂଆ ସଂସ୍କରଣ : ଡ୍ୟୁକ୍ ୟୁନିଭର୍ସିଟି ପ୍ରେସ୍, ୧୯୯୯ ।
  • ୧୯୮୮ । ଆନ୍ ଇଣ୍ଡିଆନ୍ ହିଷ୍ଟରିଓଗ୍ରାଫୀ ଅଫ୍ ଇଣ୍ଡିଆ : ଏ ନାଇଣ୍ଟିନ୍ଥ୍ ସେଂଚୁରୀ ଆଜେଣ୍ଡା ଆଣ୍ଡ୍ ଇଟ୍ସ୍ ଇମ୍ପ୍ଲିକେଶନ୍ସ୍ । କଲିକତା : କେ.ପି. ବାଗ୍ଟୀ ଆଣ୍ଡ୍ କମ୍ପାନୀ ।
  • ୧୯୯୮ । ଡମିନାନ୍ସ୍ ୱିଦାଉଟ୍ ହେଜେମନି : ହିଷ୍ଟ୍ରୀ ଆଣ୍ଡ୍ ପାୱାର୍ ଇନ୍ କଲୋନିଆଲ୍ ଇଣ୍ଡିଆ, ହାର୍ଭାଡ୍ ୟୁନିଭର୍ସିଟି ପ୍ରେସ୍ ।
  • ୨୦୦୯ । ଦ ସ୍ମଲ୍ ଭଏସ୍ ଅଫ୍ ହିଷ୍ଟ୍ରୀ, ପର୍ମାନେଣ୍ଟ୍ ବ୍ଲାକ୍ ।


ଆଧାର[ସମ୍ପାଦନା]

  1. David Arnold, David Hardiman (ed.): Essays in honour of Ranajit Guha (= Subaltern Studies. Vol. 8). Oxford University Press, Delhi 1994, p. 222.
  2. Guha, Ranajit (1993). Subaltern Studies Reader, 1986-1995. University of Minnesota Press. ISBN 0-8166-2759-2.
  3. Biswas, Amrita (2009). "Research Note on Subaltern Studies". Journal of Literature, Culture and Media Studies. p. 200.
  4. Milinda Banerjee. "In Search of Transcendence: An Interview with Ranajit Guha" (PDF). University of Heidelberg. Retrieved 26 February 2011.