ରଙ୍ଗିତ ନଦୀ
ଦେଖଣା
Rangeet River | |
ଦେଶ | India |
---|---|
ରାଜ୍ୟ | Sikkim |
Source | Himalayas |
Mouth | Teesta River |
ରଙ୍ଗିତ ନଦୀ (Devanagari रंगीत) ଭାରତୀୟ ନଦୀ ତିସ୍ତା ନଦୀର ଏକ ଉପନଦୀ । ତିସ୍ତା ଉତ୍ତର ଭାରତୀୟ ରାଜ୍ୟ ସିକ୍କିମ ର ବୃହତ୍ତମ ନଦୀ । [୧] ରଙ୍ଗିତ ନଦୀ ହିମାଳୟ ପର୍ବତରୁ ପଶ୍ଚିମ ସିକ୍କିମ ଜିଲ୍ଲା ଅଞ୍ଚଳରୁ ବାହାରି ଏକ ଚିରସ୍ରୋତା ନଦୀ ଭାବରେ ଜୋରେଥାଙ୍ଗ , ପେଲିଙ୍ଗ ଓ ଲେଗଶିପ ଅଞ୍ଚଳ ଦେଇ ପ୍ରବାହିତ ହେଇଥାଏ ।ଗ୍ରୀଷ୍ମ କାଳରେ ବରଫ ତରଳିବା ଜଳ ଓ ବର୍ଷା କାଳରେ ବର୍ଷା ଜଳ ଗ୍ରହଣ କରି ଏହା ଏକ ତୀବ୍ରଗତି ନଦୀ ଭାବରେ ବହି ଥାଏ । ଏଥିରେ ରଫଟିଙ୍ଗ ପାଇଁ ଦୁରାଗଅତ ପର୍ଯ୍ୟଟକ ଆସିଥାନ୍ତି । ଏହି ନଦୀ ତିସ୍ତା ନଦୀ ସହ ତ୍ରିବେଣୀ ନାମକ ସ୍ଥାନରେ ସଙ୍ଗମ ଲାଭ କରେ । [୨][୩] ଏହି ସ୍ଥାନ ଏକ ସୁନ୍ଦର ପିକନିକ ସ୍ଥଳ ହିସାବରେ ଖ୍ୟାତ । ଏହି ନଦୀରେ ଥିବା NHPCର ଜଳବିଦ୍ୟୁତ ପ୍ରକଳ୍ପରୁ ସିକ୍କିମ ପାଇଁ 60 ମେଗାବାଟ୍ଟ ଶକ୍ତି ମିଳିଥାଏ । [୪]
ଆଧାର
[ସମ୍ପାଦନା]- ↑ "Rivers". sikkim.nic.in.
- ↑ ":: Welcome to the Official Web Portal of Sikkim Tourism :: Sikkim at a Glance - Natures Bounty - Rivers ::". sikkimtourism.gov.in.
- ↑ win7. "Triveni - River Teesta and Rangeet Confluence". darjeeling-tourism.com.
{{cite web}}
: CS1 maint: numeric names: authors list (link) - ↑ [୧] Archived 2011-01-14 at the Wayback Machine., Rangit Hydel Project.