Jump to content

ରକ୍ଷା ବନ୍ଧନ (ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ରକ୍ଷା ବନ୍ଧନ
ନିର୍ଦ୍ଦେଶକଆନନ୍ଦ ଏଲ୍. ରାଏ
ପ୍ରଯୋଜକ
  • ଅଲ୍‌କା ହିରାନନ୍ଦାନୀ
  • ଆନନ୍ଦ ଏଲ୍. ରାଏ
  • ହିମାଂଶୁ ଶର୍ମା
ସଂଳାପ
  • ହିମାଂଶୁ ଶର୍ମା
  • କନିକା ଢିଲୋନ୍
କଳାକାର
ବର୍ଣ୍ଣନାସାଦିଆ ଖତୀବ
ସଙ୍ଗୀତସ୍କୋର୍:
ଇଶାନ ଛବରା
ଗୀତ:
ହିମେଶ ରସୈମିୟା
ଚିତ୍ରଗ୍ରହଣକେ. ୟୁ. ମୋହନାନ
ସମ୍ପାଦକହେମଲ କୋଠାରୀ
Production
company
  • କେପ୍ ଅଫ୍ ଗୁଡ୍ ଫିଲ୍ମସ୍
  • କଲର୍ ୟେଲୋ ପ୍ରଡ଼କ୍ସନ୍
ବିତରକଜୀ ଷ୍ଟୁଡ଼ିଓ
ମୁକ୍ତିଲାଭ ତାରିଖ
୧୧ ଅଗଷ୍ଟ ୨୦୨୨
କଥାଚିତ୍ରର ସମୟ
୧୦୮ ମିନିଟ୍[]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚ୭୦ କୋଟି[]
ମୋଟ ଆୟ୬୧.୬୧ କୋଟି[]

ରକ୍ଷା ବନ୍ଧନ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଭାରତୀୟ ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ୍. ରାଏ । ହିମାଂଶୁ ଶର୍ମା ଓ କନିକା ଢିଲୋନ୍ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[] ଏହି କଥାଚିତ୍ରଟିରେ ଅକ୍ଷୟ କୁମାର, ଭୂମି ପେଦନେକର ସାଦିଆ ଖତୀବ, ସାହେଜମୀନ କୌର, ସ୍ମୃତି ଶ୍ରୀକାନ୍ତ, ଦୀପିକା ଖାନ୍ନା ଆଦି କଳାକାରମାନେ ଅଭିନୟ କରିଥିଲେ ।[][] ଏହି କଥାଚିତ୍ରଟି ୨୦୨୨ ମସିହାର ଅଗଷ୍ଟ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[][]

ଅଭିନୀତ କଳାକାର

[ସମ୍ପାଦନା]
  • ଅକ୍ଷୟ କୁମାର - କେଦାରନାଥ ଅଗ୍ରୱାଲ
  • ଭୂମି ପେଦନେକର - ସପ୍ନା ଗୁପ୍ତା
  • ସାଦିଆ ଖତୀବ - ଗାୟତ୍ରୀ ଅଗ୍ରୱାଲ/ମିଶ୍ର
  • ସାହେଜମୀନ କୌର - ସରସ୍ୱତୀ ଅଗ୍ରୱାଲ
  • ସ୍ମୃତି ଶ୍ରୀକାନ୍ତ - ଲକ୍ଷ୍ମୀ ଅଗ୍ରୱାଲ/ବର୍ମା
  • ଦୀପିକା ଖାନ୍ନା - ଦୁର୍ଗା ଅଗ୍ରୱାଲ
  • ସୀମା ପହୱା - ଶାନୂ ଶର୍ମା
  • ନୀରଜ ସୁଦ୍ - ହରିଶଙ୍କର ଗୁପ୍ତା
  • ସାହିଲ ମେହଟା - ଗଫର୍
  • ଅଭିଳାଶ ଥପଲିୟାଲ - ସ୍ୱପ୍ନିଲ ବର୍ମା
  • ମନୁ ରିଶି - ମାମୁଁ
  • କରଣ ପୁରି - ସୁନୀଲ ମିଶ୍ର
  • ସଲିମ ସିଦ୍ଦିକ୍ - ନୀଲୁର ସ୍ୱାମୀ

ଗୀତ ଓ ସଙ୍ଗୀତ

[ସମ୍ପାଦନା]
ରକ୍ଷା ବନ୍ଧନ
ଗୀତ by
ହିମେଶ ରସୈମିୟା
ମୁକ୍ତିଲାଭ ତାରିଖ୬ ଅଗଷ୍ଟ ୨୦୨୨[]
ଶୈଳୀଫିଚର୍ ଫିଲ୍ମ ଗୀତ
ଭାଷାହିନ୍ଦୀ
ନାମଜୀ ମ୍ୟୁଜିକ୍ କମ୍ପାନୀ
ପ୍ରଯୋଜକହିମେଶ ରସୈମିୟା
ହିମେଶ ରସୈମିୟା chronology
'ରାଧେ'
(୨୦୨୧)
ରକ୍ଷା ବନ୍ଧନ
(୨୦୨୨)
'ମିଡିଲ୍ କ୍ଲାସ୍ ଲଭ୍'
(୨୦୨୨)

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହିମେଶ ରସୈମିୟା । ଇର୍ଷାଦ କମିଲ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[] ଏହି କଥାଚିତ୍ରଟିର ପ୍ରଥମ ଗୀତଟି ୨୯ ଜୁନ ୨୦୨୨ରେ ମୁକ୍ତିଲାଭ କରିଥିଲା ।[୧୦] ୨ୟ ଗୀତଟି ୬ ଜୁଲାଇ ୨୦୨୨ରେ ମୁକ୍ତିଲାଭ କରିଥିଲା ।[୧୧] ନବରାଜ ହଂସ, ଶ୍ରେୟା ଘୋଷାଲ, ଅରିଜିତ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୨][୧୩]

  1. ୧.୦ ୧.୧ "Raksha Bandhan". British Board of Film Classification. Retrieved 2 August 2022.
  2. "Slow start for 'Laal Singh Chaddha,' 'Raksha Bandhan', experts bank on word-of-mouth". Business Today. 11 August 2022. Retrieved 12 August 2022.
  3. "RAKSHA BANDHAN BOX OFFICE". Bollywood Hungama. 12 August 2022. Retrieved 12 August 2022.
  4. "Akshay Kumar-Bhumi Pednekar's Rakshabandhan is writers Himanshu Sharma-Kanika Dhillon's first collaboration". The Indian Express. 11 June 2021. Retrieved 21 June 2021.
  5. "Zee Studios comes on board for Akshay Kumar starrer Raksha Bandhan directed by Aanand L Rai". Bollywood Hungama. 21 June 2021. Retrieved 13 April 2021.
  6. "Akshay Kumar and Bhumi Pednekar starrer Raksha Bandhan goes on floors today". Bollywood Hungama. 21 June 2021. Retrieved 21 June 2021.
  7. "Akshay Kumar and Bhumi Pednekar starrer Raksha Bandhan to release on August 11, 2022". Bollywood Hungama. 26 September 2021. Retrieved 26 September 2021.
  8. "Raksha Bandhan – Original Motion Picture Soundtrack". Jiosaavn. 6 August 2022.
  9. "Akshay on 'Raksha Bandhan', 'Laal Singh Chadha' face-off: Hope both films have a good run". ThePrint. 21 June 2022. Retrieved 21 June 2022.
  10. "Raksha Bandhan song Tere Saath Hoon Main: Akshay Kumar shows the tender bond between brother and sister". Hindustan Times. Retrieved 29 June 2022.
  11. "Raksha Bandhan song Kangan Ruby: Akshay Kumar, Bhumi Pednekar groove to Himesh Reshammiya's wedding song". Hindustan Times. 5 July 2022. Retrieved 6 July 2022.
  12. "'Done Kar Do' to make Akshay Kumar and Aanand L Rai's Raksha Bandhan the first Indian movie to have an international song release". Bollywood Hungama. 19 July 2022. Retrieved 20 July 2022.
  13. "Raksha Bandhan का नया गाना 'Dhaagon Se Baandhaa' रिलीज, दिल छू जाएगा अक्षय कुमार का इमोशनल अंदाज". News18 हिंदी (in ହିନ୍ଦୀ). Retrieved 3 August 2022.

ବାହାର ଲିଙ୍କ୍

[ସମ୍ପାଦନା]