ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ
ଦେଖଣା
ଏହି ଲେଖାଟି ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ ବାବଦରେ

ପରିଚୟ
[ସମ୍ପାଦନା]ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ ଭାରତ ସରକାରଙ୍କର ରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଭାଗ।
ସ୍ଥାପନା
[ସମ୍ପାଦନା]କାର୍ଯ୍ୟ
[ସମ୍ପାଦନା]ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗର ସଚୀବ ହେଉଛନ୍ତି ରକ୍ଷା ମନ୍ତ୍ରୀଙ୍କର ବୈଜ୍ଞାନିକ ପରାମର୍ଶଦାତା ଯିଏ ଏଇ ବିଭାଗର ପ୍ରଶାସନିକ ମୁଖ୍ୟ। ସେନାବାହିନୀର ଆବଶ୍ୟକତା ଅନୁସାରେ ଉପକରଣ ଓ ଅସ୍ତ୍ର-ଶସ୍ତ୍ରର ଆଧୁନିକିକରଣ ପାଇଁ ଅନୁସନ୍ଧାନ, ଡିଜାଇନ ଓ ବିକାଶ ତଥା ଯୋଜନା ତିଆରି କରିବା ଓ ବୈଜ୍ଞାନିକ ଦିଗରୁ ସରକାରଙ୍କୁ ପରାମର୍ଶ ଦେବା ହେଉଛି ଏଇ ବିଭାଗର କାମ।
ପ୍ରମୁଖ
[ସମ୍ପାଦନା]ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ ସଚୀବ