ଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ
ଦେଖଣା
Jongsong Peak | |
---|---|
Location in Nepal at the shared border triple-point with China and India | |
Elevation | ୭,୪୬୨ m (୨୪,୪୮୨ ft) Ranked 57th |
Prominence | ୧,୨୫୬ m (୪,୧୨୧ ft) |
Location | |
Location | China–India–Nepal tripoint |
Range | Himalayas |
Coordinates | 27°53′N 88°08′E / 27.883°N 88.133°E[୧] |
Climbing | |
First ascent | 2 June 1930 by Bericht Hörlin and Erwin Schneider |
ଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ , ହିମାଳୟ ପର୍ବତ ଶ୍ରେଣୀର ଏକ ପର୍ବତ । ଏହାର ଉଚ୍ଛତା 7.462ମିଟର ବା 24,482 ଫୁଟ । ଏହା ବିଶ୍ୱର 57 ତମ ଉଛ ଶୃଙ୍ଗ । ଏହାର 20 କିଲୋମିଟର ଦୂରରେ କଞ୍ଚନଜଙ୍ଘା ଶ୍ରୁଙ୍ଗ ରହିଛି । ଏହି ଶ୍ରୁଗ ସ୍ଥଳ ଭାରତ , ନେପାଲ ଓ ଚୀନ ଦେଶ ସମୂହର ସୀମାରେ ରହିଛି ।
ଜର୍ମାନ ଦେଶର ଗୁଣ୍ଠର ଡିରେନ୍ଫୁର୍ଥଙ୍କ ନେତୃତ୍ୱରେ ଦଳ ପ୍ରଥମେ ଏହି ଶ୍ରୁଙ୍ଗକୁ 1930 ମସିହାରେ ଆରୋହଣ କରିଥିଲେ । ତାଙ୍କର ଏହି ଦଳର ଅନେକ ସଦସ୍ୟ ହିମାଲୟ ଆରିହନ ପାଇଁ ପୁଣି ଭାରତ ଆସିଥିଲେ ।
30 ସେପ୍ଟେମ୍ବର 2012ରେ କଲିକତାର ଏକ ଦଳ ହିମାଲୟ କ୍ଲବ ତରଫରୁ ପୂର୍ବ ଦିଗରୁ ଏହି ଶ୍ରୁଙ୍ଗ ଆରୋହଣ କରିବାରେ ସଫଳ ହେଇଥିଲେ । ସେହି ଦଳର ଅନନ୍ୟ ଏକ ଅଂଶ ଡୋମ କଙ୍ଗ ଶ୍ରୁଙ୍ଗ ମଧ୍ୟ ଆରୋହଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Jongsong Peak, China/India/Nepal". Peakbagger.com. Retrieved 8 ମାର୍ଚ୍ଚ 2008.