ଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ

Coordinates: 27°53′N 88°08′E / 27.883°N 88.133°E / 27.883; 88.133
ଉଇକିପିଡ଼ିଆ‌ରୁ

Jongsong Peak
ଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ is located in Nepal
Jongsong Peak
Jongsong Peak
Location in Nepal at the shared border triple-point with China and India
Elevation୭,୪୬୨ m (୨୪,୪୮୨ ft)
Ranked 57th
Prominence୧,୨୫୬ m (୪,୧୨୧ ft)
Location
LocationChinaIndiaNepal tripoint
RangeHimalayas
Coordinates27°53′N 88°08′E / 27.883°N 88.133°E / 27.883; 88.133[୧]
Climbing
First ascent2 June 1930 by Bericht Hörlin and Erwin Schneider

ଯୋଙ୍ଗ ସୋଙ୍ଗ ଶ୍ରୁଙ୍ଗ , ହିମାଳୟ ପର୍ବତ ଶ୍ରେଣୀର ଏକ ପର୍ବତ ।  ଏହାର ଉଚ୍ଛତା 7.462ମିଟର ବା 24,482 ଫୁଟ । ଏହା ବିଶ୍ୱର 57 ତମ ଉଛ ଶୃଙ୍ଗ । ଏହାର 20 କିଲୋମିଟର ଦୂରରେ କଞ୍ଚନଜଙ୍ଘା ଶ୍ରୁଙ୍ଗ ରହିଛି । ଏହି ଶ୍ରୁଗ ସ୍ଥଳ ଭାରତ , ନେପାଲ ଓ ଚୀନ ଦେଶ ସମୂହର ସୀମାରେ ରହିଛି । 

ଜର୍ମାନ ଦେଶର ଗୁଣ୍ଠର ଡିରେନ୍ଫୁର୍ଥଙ୍କ ନେତୃତ୍ୱରେ ଦଳ ପ୍ରଥମେ ଏହି ଶ୍ରୁଙ୍ଗକୁ 1930 ମସିହାରେ ଆରୋହଣ କରିଥିଲେ ।  ତାଙ୍କର ଏହି ଦଳର ଅନେକ ସଦସ୍ୟ ହିମାଲୟ ଆରିହନ ପାଇଁ ପୁଣି ଭାରତ ଆସିଥିଲେ । 

 30 ସେପ୍ଟେମ୍ବର 2012ରେ କଲିକତାର ଏକ ଦଳ ହିମାଲୟ କ୍ଲବ ତରଫରୁ ପୂର୍ବ ଦିଗରୁ ଏହି ଶ୍ରୁଙ୍ଗ ଆରୋହଣ କରିବାରେ ସଫଳ ହେଇଥିଲେ । ସେହି ଦଳର ଅନନ୍ୟ ଏକ ଅଂଶ ଡୋମ କଙ୍ଗ ଶ୍ରୁଙ୍ଗ ମଧ୍ୟ ଆରୋହଣ କରିଥିଲେ । 

ଆଧାର [ସମ୍ପାଦନା]

  1. "Jongsong Peak, China/India/Nepal". Peakbagger.com. Retrieved 8 ମାର୍ଚ୍ଚ 2008.