ଯଯାତି ତାରାମଣ୍ଡଳ

ଉଇକିପିଡ଼ିଆ‌ରୁ
ଯଯାତି
ତାରାମଣ୍ଡଳ
Perseus Constellation
Perseus
ଛୋଟ ନାମ (Abbr.)Per
GenitivePersei
ଉଚ୍ଚାରଣ/ˈpɜːrsəs/ or /ˈpɜːrsjuːs/;
genitive /ˈpɜːrs./
SymbolismPerseus
Right ascension3
କ୍ଷୟ+45
ପରିବାରPerseus
QuadrantNQ1
କ୍ଷେତ୍ରଫଳ615 sq. deg. (24th)
ମୁଖ୍ୟ ତାରା ଗୁଡ଼ିକ19ଟି
ବେୟର୍‌ / ଫ୍ଲାମ୍‌ଷ୍ଟୀଡ଼
ତାରା
65ଟି
ଗ୍ରହ ଥିବା ତାରା7ଟି
୩.୦୦m ଠାରୁ
ଅଧିକ ଉଜ୍ଜଳ ତାରା
5ଟି
୧୦.୦୦ pc (୩୨.୬୨ ly) ଭିତରେ ଥିବା ତାରା0ଟି
ଉଜ୍ଜଳତମ ତାରାα Per (Mirfak) (1.79m)
ନିକଟତମ ତାରାG 174-14
(33.62 ly, 10.31 pc)
Messier objects2ଟି
ଉଲ୍‌କା ପାତPerseids
September Perseidsଟି
Bordering
constellations
Aries
Taurus
Auriga
Camelopardalis
Cassiopeia
Andromeda
Triangulum
Visible at latitudes between +90° and −35°.
Best visible at 21:00 (9 p.m.) during the month of December.

ଯଯାତି ବା ପର୍ସିୟସ୍ (English: perseus) ତାରାମଣ୍ଡଳ ପ୍ରାୟ ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଏ । ଦ୍ୱିତୀୟ ଶତାବ୍ଦୀ ଖ୍ରୀ:ଅରେ ଟଲେମୀଙ୍କଦ୍ୱାରା ଯେଉଁ ୪୮ ତାରାମଣ୍ଡଳବିଶିଷ୍ଟ ସୂଚୀ ତିଆରି କରାଯାଇଥିଲା ତହିଁରେ ଯଯାତି ତାରାମଣ୍ଡଳ ମଧ୍ୟ ସ୍ଥାନ ପାଇଥିଲା । ଅର୍ନ୍ତରାଷ୍ଟ୍ରୀୟ ଖଗୋଳୀୟ ସଂସ୍ଥାଦ୍ୱାରା ଜାରି କରାଯାଇଥିବା ୮୮ ସଦସ୍ୟ ବିଶିଷ୍ଟ ତାରାମଣ୍ଡଳ ସାରଣୀରେ ଯଯାତି ତାରାମଣ୍ଡଳକୁ ସ୍ଥାନ ମିଳିଛି । ଆଲଗୋଲ୍ ନାମକ ପ୍ରସିଦ୍ଧ ପରବର୍ତ୍ତୀ ତାରା ମଣ୍ଡଳରେ ରହିଛି ।

ଇତିହାସ ଓ କିମ୍ବଦନ୍ତୀ[ସମ୍ପାଦନା]

ଗୁଣ-ଧର୍ମ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

ଦିଗବାରେଣୀ: Sky map 03h 00m 00s, +45° 00′ 00″