ଯଯାତି ତାରାମଣ୍ଡଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଯଯାତି
ତାରାମଣ୍ଡଳ
Perseus Constellation
Perseus
ଛୋଟ ନାମ (Abbr.) Per
Genitive Persei
ଉଚ୍ଚାରଣ /ˈpɜrsəs/ or /ˈpɜrsjuːs/;
genitive /ˈpɜrs./
Symbolism Perseus
Right ascension 3
କ୍ଷୟ +45
ପରିବାର Perseus
Quadrant NQ1
କ୍ଷେତ୍ରଫଳ 615 sq. deg. (24th)
ମୁଖ୍ୟ ତାରା ଗୁଡ଼ିକ 19ଟି
ବେୟର୍‌ / ଫ୍ଲାମ୍‌ଷ୍ଟୀଡ଼
ତାରା
65ଟି
ଗ୍ରହ ଥିବା ତାରା 7ଟି
୩.୦୦m ଠାରୁ
ଅଧିକ ଉଜ୍ଜଳ ତାରା
5ଟି
୧୦.୦୦ pc (୩୨.୬୨ ly) ଭିତରେ ଥିବା ତାରା 0ଟି
ଉଜ୍ଜଳତମ ତାରା α Per (Mirfak) (1.79m)
ନିକଟତମ ତାରା G 174-14
(33.62 ly, 10.31 pc)
Messier objects 2ଟି
ଉଲ୍‌କା ପାତ Perseids
September Perseidsଟି
Bordering
constellations
Aries
Taurus
Auriga
Camelopardalis
Cassiopeia
Andromeda
Triangulum
Visible at latitudes between +90° and −35°.
Best visible at 21:00 (9 p.m.) during the month of December.

ଯଯାତି ବା ପର୍ସିୟସ୍ (ଇଂରାଜୀ: perseus) ତାରାମଣ୍ଡଳ ପ୍ରାୟ ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଏ । ଦ୍ଵିତୀୟ ଶତାବ୍ଦୀ ଖ୍ରୀ:ଅରେ ଟଲେମୀଙ୍କଦ୍ଵାରା ଯେଉଁ ୪୮ ତାରାମଣ୍ଡଳବିଶିଷ୍ଟ ସୂଚୀ ତିଆରି କରାଯାଇଥିଲା ତହିଁରେ ଯଯାତି ତାରାମଣ୍ଡଳ ମଧ୍ୟ ସ୍ଥାନ ପାଇଥିଲା । ଅର୍ନ୍ତରାଷ୍ଟ୍ରୀୟ ଖଗୋଳୀୟ ସଂସ୍ଥାଦ୍ଵାରା ଜାରି କରାଯାଇଥିବା ୮୮ ସଦସ୍ୟ ବିଶିଷ୍ଟ ତାରାମଣ୍ଡଳ ସାରଣୀରେ ଯଯାତି ତାରାମଣ୍ଡଳକୁ ସ୍ଥାନ ମିଳିଛି । ଆଲଗୋଲ୍ ନାମକ ପ୍ରସିଦ୍ଧ ପରବର୍ତୀ ତାରା ମଣ୍ଡଳରେ ରହିଅଛି ।

ଇତିହାସ ଓ କିମ୍ବଦନ୍ତୀ[ସମ୍ପାଦନା]

ଗୁଣ-ଧର୍ମ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

ଦିଗବାରେଣୀ: Sky map 03h 00m 00s, +45° 00′ 00″