ମୋନା ଅମ୍ବେଗାଓଁକର
ଦେଖଣା
ମୋନା ଅମ୍ବେଗାଓଁକର | |
|---|---|
![]() | |
| ଜନ୍ମ | ୫ ମାର୍ଚ୍ଚ ୧୯୭୦ ବମ୍ବେ, ମହାରାଷ୍ଟ୍ର, ଭାରତ |
| ବୃତ୍ତି | ଅଭିନେତ୍ରୀ |
| ସନ୍ତାନ | ୧ |
ମୋନା ଅମ୍ବେଗାଓଁକର (ଜନ୍ମ: ୫ ମାର୍ଚ୍ଚ ୧୯୭୦) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।[୧] ସେ ୧୫ରୁ ଅଧିକ ନାଟକ, ୧୫ରୁ ଅଧିକ କଥାଚିତ୍ର, ୩୮ରୁ ଅଧିକ ଟିଭି ଧାରାବାହିକ ଓ କାର୍ଯ୍ୟକ୍ରମ, ୩୭ରୁ ଅଧିକ ବିଜ୍ଞାପନରେ ଅଭିନୟ କରିଛନ୍ତି । ହିନ୍ଦୀ କଥାଚିତ୍ର ହଜାର ଚୌରାସୀ କି ମାଆ ଓ ମେଡିକାଲ ଡ୍ରାମା ଧଡ଼କନ୍ (ଟିଭି ଧାରାବାହିକ)ରେ କାମ କରିଛନ୍ତି ।[୧]
ମୋନା ୨୦୧୮ ମସିହାରେ ଶ୍ରୀଧର ରଙ୍ଗୟାନଙ୍କ ନିର୍ଦ୍ଦେଶିତ କଥାଚିତ୍ର ଇଭନିଙ୍ଗ୍ ସ୍ୟାଡୋରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ ।[୨][୩]ସେ ଇଭିନିଙ୍ଗ୍ ସ୍ୟାଡୋ କଥାଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ପୁରସ୍କାର ମିଳିଥିଲା ।
ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ
[ସମ୍ପାଦନା]- ଥୋଡ଼ା ସା ଆସମାନ୍
- ଦେଖ୍ ଭାଇ ଦେଖ୍ (୧୯୯୩)
- ସାଁପ-ସିଢ଼ି (୧୯୯୪)
- କ୍ୟା ବାତ୍ ହୈ (୧୯୯୭)
- ସିଆଇଡି (୨୦୦୪-୨୦୦୫)
- ଆହାତ୍ (୧୯୯୫-୨୦୦୧)
- ଧଡ଼କନ୍[୪]
- ନ୍ୟାୟ (୧୯୯୯-୨୦୦୦) |
- ରିସ୍ତେ
- ଶୁଭ ମଙ୍ଗଲ ସାବଧାନ (୨୦୦୩) |
- ମର୍ଯ୍ୟାଦା: ଲେକିନ୍ କବ୍ ତକ୍
- ଅମ୍ବର ଧାରା (୨୦୦୭-୨୦୦୮)
- କାଲା ଟିକା
- ବାତ୍ ହାମାରି ପକ୍କି ହୈ
- ଲାଇଫ୍ ସହି ହୈ (୨୦୧୬-୨୦୧୮)
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା |
|---|---|---|
| ୧୯୯୦ | ଜଖମି ଜମୀନ | ମୋନା ସିଂହ |
| ୧୯୯୧ | ବାହାରୋଁ କେ ମଞ୍ଜିଲ୍ | ଆଶା |
| ୧୯୯୩ | ବୋନି | |
| ୧୯୯୫ | କାଲା ସଚ | ପୂଜା ଦେଶାଇ/କବିତା |
| ୧୯୯୭ | ମୃତ୍ୟୁଦଣ୍ଡ | |
| ଚିରନ୍ତନ | ||
| ୧୯୯୮ | ହଜାର ଚୈରାସି କି ମାଆ | ବିନି |
| ୧୯୯୯ | ବିନ୍ଧାସ୍ତ | ଏସିପି ନିଶା |
| ୨୦୦୦ | ଫିର୍ ଭି ଦିଲ୍ ହୈ ହିନ୍ଦୁସ୍ଥାନୀ | ଶାଲିନୀ |
| ଡେଡ୍ ଏଣ୍ଡ୍ | ||
| ୨୦୦୩ | ୟେ ହୈ ଚକ୍କଡ଼ ବକ୍କଡ଼ ବମ | |
| ରାଜା ଦିଲ୍ କା ଗୁଲାମ୍ | ||
| ଶଫାକ୍ | ||
| ବକ୍ରା | ||
| ୨୦୦୪ | ହ୍ୱାଇଟ୍ ନଏଜ୍ | |
| ଇ -
୍ରାଉଡ୍ ଟୁ ବି ଏନ୍ ଇଣ୍ଡିଆନ୍ପ |
||
| ୨୦୦୫ | ମଙ୍ଗଲ ପାଣ୍ଡେ: ଦି ରାଇଜିଂ | କମଳା |
| ୨୦୦୭ | ବୁଡ୍ଢା ମର୍ ଗୟା | |
| ଗାନ୍ଧୀ, ମାଇଁ ଫାଦର୍ | ବେଶ୍ୟା | |
| ୨୦୦୮ | ଅପହରଣ | ସିମୋନେ |
| ୨୦୧୨ | ଚିକା, ଦି କ୍ରାୟର୍ | |
| ୨୦୧୪ | ସୁପର ନାନି | |
| ମର୍ଦ୍ଦାନି | ମୀନୁ ରସ୍ତୋଗି | |
| ୨୦୧୫ | ପ୍ୟାର୍ କା ପଞ୍ଚନାମା ୨ | ସୁପ୍ରିୟାଙ୍କ ମାଆ |
| ୨୦୧୬ | ଢିସୁମ୍ | ଗାୟତ୍ରୀ ଶୁଭ ମିଶ୍ର |
| ୨୦୧୭ | ସିକ୍ରେଟ୍ ସୁପଷ୍ଟାର୍ | ଓକିଲ ଶିନା |
| ୨୦୧୮ | ଇଭିନିଂ ସ୍ୟାଡୋ | ବସୁଧା |
| ୨୦୨୦ | ଭାଗ ବିନି ଭାଗ | ବିନିଙ୍କ ମାତା |
| ୨୦୨୨ | ତାରା ଭର୍ସେସ୍ ବିଲାଲ | ଫରଜାନା |
ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍ | ଭୂମିକା | ଓଟିଟି | ମନ୍ତବ୍ୟ |
|---|---|---|---|---|
| ୨୦୧୯ | ଏମ୍.ଓ.ଏମ୍ -
ମିଶନ୍ ଓଭର୍ ମାର୍ସମ |
ସୁନୀତା ବ୍ୟାସ | ଅଲ୍ଟ ବାଲାଜୀ, ଜୀ ୫ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Mona darling!
- ↑ "Evening Shadows (2018) - IMDb". IMDb.
- ↑ "Indian Gay Film 'Evening Shadows' premieres at Mardi Gras Film Festival". Biz Asia Live. 19 February 2018.
- ↑ "Spotless and... unreal". The Hindu. 2002-04-05. Archived from the original on 5 April 2003. Retrieved 7 July 2016.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋନା ଅମ୍ବେଗାଓଁକର
- ବଲିଉଡ ହଙ୍ଗାମାରେ ମୋନା ଅମ୍ବେଗାଓଁକର
