Jump to content

ମୋଦକ ସାଗର , ମୁମ୍ବାଇ

Coordinates: 19°41′32″N 73°20′39″E / 19.692294°N 73.344284°E / 19.692294; 73.344284
ଉଇକିପିଡ଼ିଆ‌ରୁ
ମୋଦକ ସାଗର , ମୁମ୍ବାଇ
ଅବସ୍ଥାନThane, Maharashtra
ଦିଗବାରେଣି19°41′32″N 73°20′39″E / 19.692294°N 73.344284°E / 19.692294; 73.344284
Typereservoir, fresh water
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ପାଣିର ଆୟତନ16,500,000,000 imp gal (0.075 km3)
ଭୂମି ଉଚ୍ଚତା80.42 m (263.8 ft)
ଜନବସତିMumbai

ମୋଦକ ସାଗର ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହରର ଉପକଣ୍ଠରେ ଥିବା ଥାଣେ ଜିଲ୍ଲାରେ ପ୍ରବାହିତ ବାଇତର୍ଣା ନଦୀରେ ଥିବା ଏକ ହ୍ରାଦ । ଏହାର ଜଳ ସ୍ତରର ଗଭୀରତା 163.15 ମିଟର ଓ ଏହା ମୁମ୍ବାଇ ସହର[][]>କୁ ଜଳଯୋଗାଣର ଦ୍ୱିତୀୟ ବୃହତ୍ତମ ସ୍ରୋତ । 

ଇତିହାସ 

[ସମ୍ପାଦନା]

ପହଞ୍ଚ

[ସମ୍ପାଦନା]

ଏହି ଜଳଭଣ୍ଡାର ରାଜ୍ୟ ସରକାରଙ୍କଦ୍ୱାରା ସଂରକ୍ଷିତ ଅଞ୍ଚଳ ହୋଇଥିବାରୁ କେବଳ BMC କର୍ମଚାରୀ ବ୍ଯତୀତ କାହାକୁ ଛଡ଼ାଯାଏ ନାହି । କିନ୍ତୁ ମୁଖ୍ୟାଳୟରୁ ଉପଯୁକ୍ତ ଅନୁମତି ପ୍ରାପ୍ତ ହେଇ ର୍ଥାକୁ ପରିଦର୍ଶନ ପାଇଁ ଯାଇ ହୁଏ ।  []

ବନ୍ଧର ବିଶିଷ୍ଟତା  ସବୁ 

[ସମ୍ପାଦନା]

ପଶୁପକ୍ଷୀ ଓ ବୃକ୍ଷରାଜି 

[ସମ୍ପାଦନା]

ଏହି ହ୍ରଦରେ ତଟ ନିକଟ ଅଞ୍ଚଳରେ କୁମ୍ଭୀରମାନେ ରହନ୍ତି । 

ଆଧାର 

[ସମ୍ପାଦନା]
  1. "Overflowing Modak Sagar to fill Vihar". DNA. Retrieved 26 September 2012.
  2. "Modak Sagar". mydestination.com. Archived from the original on 12 November 2012. Retrieved 26 September 2012.
  3. based on our last visit to that place