ମେଚି ନଦୀ
Mechi River | |
ଦେଶ | Nepal, India |
---|---|
Source | Mahabharat Lekh |
Mouth | Mahananda River |
- coordinates | 26°13′46″N 87°57′05″E / 26.22944°N 87.95139°E |
ମେଚି ନଦୀ ଭାରତ ଓ ନେପାଲ ଦେଶର ସୀମାରେ ଯାଇଥିବା ଏକ ନଦୀ । ଏହା ମହାନନ୍ଦା ନଦୀର ଏକ ଉପନଦୀ ।
ଗତିପଥ
[ସମ୍ପାଦନା]ନେପାଲର ହିମାଳୟ ଅଞ୍ଚଳର ମହାଭାରତ ରେଞ୍ଜରୁ ଏହି ନଦୀ ନିର୍ଗତ ହୋଇ ଭାରତ ଓ ନେପାଲର ସୀମା ଭାବରେ ପ୍ରବାହିତ ହେଇଥାଏ । ଏହା ପରେ ଏହା ଭାରତୀୟ ରାଜ୍ୟ ବିହାରକୁ ପ୍ରବେଶ କରି କିଶନଗଞ୍ଜ ଜିଲ୍ଲାରେ ମହାନନ୍ଦା ନଦୀରେ ମିଶ୍ରଣ ହେଇଥାଏ ।[୧][୨] ମେଚି ଓ ମହାନନ୍ଦାର ମିଶ୍ରଣ ସ୍ଥଳ ପରବାତ୍ୟାଞ୍ଚଳ ଓ ସମତଳ ଭୂମିର ମଧ୍ୟ ମିଶ୍ରଣ ସ୍ଥଳୀ ହେଇ ପ୍ରକୃତିକ ବିବିଧତା ସୃଷ୍ଟି କରିଥାଏ ।[୩] ମହାନନ୍ଦ ନଦୀ ସମୂହ, ମେଚି ଯାହାର ଏକ ଅଂଶ , ତାହା ନେପାଲ ଦେଶ ର8,088 ବର୍ଗ କିଲୋମିଟର ଅଞ୍ଚଳ ସହ ଭାରତର 11,520 ବର୍ଗ କିଲୋମିଟର ସ୍ଥାନରୁ ଜଳ ନିଷ୍କାସନ କରିଥାଏ l[୪]
ତଟବନ୍ଧ
[ସମ୍ପାଦନା]ମେଚି ନଦୀର ବାମ ପାର୍ଶ୍ୱରେ 14 କିଲୋମିଟରର ତଟବନ୍ଧ ପଶ୍ଚିମ ବଙ୍ଗ ପ୍ରଦେଶରେ କରାଯାଇଛି । ଦର୍ଜିଲିହ୍ନ୍ଗ ଜିଲ୍ଲାର ନକସାଲବାଡି[୪] ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ଏହା କରାଯାଇଛି ।ତେବେ ଆହୁରି ବନ୍ଧ ନିର୍ମାଣର ଆବଶ୍ୟକତା ରହିଛି । ଉଭୟ ପାର୍ଶ୍ୱରେ ତଟବନ୍ଧ ନିର୍ମାଣର ଯୋଜନା କରାଯାଇଛି ।.[୫]
ନଦୀ ସଂଯୋଗ
[ସମ୍ପାଦନା]ମେଚି ନଦୀକୁ କୋଶୀ ନଦୀ ସହ ସଂଯୋଗ କରିବାକୁ ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ଅନୁସାରେ ଭାରତ ତରଫରୁ ନେପାଲକୁ ପ୍ରସ୍ତାବ ଦିଆ ଯାଇଛି । ଉଛ ଡେମ ଦାହ ବରେଜ ମନ ନିର୍ମିତ ହେଇ ମେଚିର ଜଳକୁ ସଂରକ୍ଷଣ ସହ କୋଶୀ -ମେଚି କେନାଲଦ୍ୱାରା ଜଳସେଚନ କରାଯାଇପାରିବ । [୪][୬]
ଆଧାର
[ସମ୍ପାଦନା]- ↑ "Five Themes of Geography" (PDF). Rivers. Archived from the original (PDF) on 2011-07-18. Retrieved 2010-05-22.
- ↑ "Kishanganj district". Kishanganj district administration. Retrieved 2010-05-22.
- ↑ M.M.Jana and M. Dutta. "Groundwater study in the Piedmont zone of Mechi Mahananda interfluve in Darjiling district, West Bengal using remote sensing techniques". Springerlink. Retrieved 2010-05-18.[permanent dead link]
- ↑ ୪.୦ ୪.୧ ୪.୨ Dwarika N. Dhungel, Santa B. Pun. "The Nepal-India Water Relationship: Challenges". google books. Retrieved 2010-05-18.
- ↑ "Minutes of the Second Meeting of Nepal-India Joint Standing Technical Committee (JSTC) held on 30-31 March 2010 at Kathmandu" (PDF). Archived from the original (PDF) on 2011-07-24. Retrieved 2010-05-18.
- ↑ "Inter linking of rivers". Archived from the original on 2011-07-21. Retrieved 2010-05-18.
ଛାଞ୍ଚ:Hydrography of Nepal ଛାଞ୍ଚ:Rivers in and around Bengal ଛାଞ୍ଚ:Rivers in Bihar