ମେଘ

ଉଇକିପିଡ଼ିଆ‌ରୁ
ମେଘର ସୁଷ୍ଟି

ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ ଜଳ ସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।

ପ୍ରକାର[ସମ୍ପାଦନା]

ଆବର୍ତ୍ତକ[ସମ୍ପାଦନା]

କଳାହାଣ୍ତିଆ ମେଘ

ଆବର୍ତ୍ତକ ମେଘ କଳାହାଣ୍ଡିଆ ରୂପ ଧାରଣ କରି ମଝିରେ ମଝିରେ ବ୍ୟାପକ ବୃଷ୍ଟିକରାଏ ।

ସମ୍ବର୍ତ୍ତକ[ସମ୍ପାଦନା]

ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।

ଦ୍ରୋଣ[ସମ୍ପାଦନା]

ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ୱାଭାବିକ ଦୁର୍ବଳ ।

ପୁଷ୍କର[ସମ୍ପାଦନା]

ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।

ଆଧାର[ସମ୍ପାଦନା]