ମୁସ୍ତାକ ଅଲି

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମSyed Mushtaq Ali
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରSlow left-arm orthodox
ଭୂମିକାAll-Rounder
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 19)5 January 1934 v England
ଶେଷ ଟେଷ୍ଟ6 February[Mushtaq Ali] 1952 v England
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 11 226
ମୋଟ ରନ 612 13213
ବ୍ୟାଟିଂ ହାର 32.21 35.90
ଶତକ/ଅର୍ଦ୍ଧଶତକ 2/3 30/63
ସର୍ବାଧିକ ରନ 112 233
ବଲ ସଂଖ୍ୟା 378 9702
ଉଇକେଟ 3 162
ବୋଲିଂ ହାର 67.33 29.34
ଇନିଙ୍ଗସରେ ୫ଟି ଉଇକେଟ - 6
ମ୍ୟାଚରେ ୧୦ଟି ଉଇକେଟ - 2
ସବୁଠୁ ଭଲ ବୋଲିଂ 1/45 7/108
କ୍ୟାଚ/ଷ୍ଟମ୍ପିଙ୍ଗ 7/- 160/-
Source: [୧]

ଶୟଦ ମୁସ୍ତାକ ଅଲି  ଶବଦ ବିଷୟରେ pronunciation (17 ଡିସେମ୍ବର , 1914-18 ଜୁନ 2005)ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଦହନ ହାତି ଆକ୍ରାମକ ବେତସ ମେନ ଥିବା ସହ ଜଣେ ବାମ ହାତି ବୋଲର ଥିଲେ । ସେ ଭାରତୀୟମାନଙ୍କ ମଧ୍ୟରୁ ବିଦେଶରେ ଶତକାକରିଥିବା ପ୍ରଥମ ବେତସ ମେନ ଥିଲେ  । ସେ ଇଂଲଣ୍ଡର ମଞ୍ଚେଷ୍ଟର ଟେଷ୍ଟରେ 1936 ମସିହାରେ ଶତକ ଅର୍ଜନ କରିଥିଲେ ।  [୧]

କ୍ରିକେଟ ପ୍ରଦର୍ଶନ [ସମ୍ପାଦନା]

ମୁସ୍ତାକ ମାତ୍ର 13 ବର୍ଷ ହେଇଥିବା ବେଳେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସିକେ ନାଇଡୁ ତାଙ୍କର କ୍ରିକେଟ ପ୍ରତିଭାକୁ ଲକ୍ଷ୍ୟ କରି ତାଙ୍କର ପ୍ରତିଭାକୁ ଆଗକୁ ନେବାପାଇଁ ପ୍ରଶିକ୍ଷଣ ଦେଇଥଲେ ।  [୨]

1936 ମସିହାରେ ଇଂଲଣ୍ଡ ଟୁର ସମୟରେ ସେ ଭିନ୍ନ ମେଚରେ 4ଟି ଶତକ କରି ୱିସଡେନଦ୍ୱାରା ସ୍ୱତନ୍ତ୍ର ସମ୍ମାନ ପାଇଥିଲେ ।ସେ ଜଣେ ଶ୍ରେଷ୍ଠ ଅପନର  ଥିଲେ । ଦୁର୍ଭାଗ୍ୟକୁ ତାଙ୍କ ସମୟରେ ବିଶ୍ୱ ଯୁଦ୍ଧ କାରଣରୁ ଅନ୍ତର୍ଜାତିକ କ୍ରିକେଟ ବେଶୀ ହେଇପାରିନଥିଲା । ସେ 11ଟି ଟେଷ୍ଟ ସମୁଦାୟ ଖେଳିଥିଲେ । 

ଘରେଇ କ୍ରିକେଟ ପ୍ରଦର୍ଶନ [ସମ୍ପାଦନା]

ଘରେଇ କ୍ରିକେଟରେ ସେ ବ୍ୟାପକ ଭାବରେ ଖେଳିଥିଲେ । ସେ କେବଳ ନିଜକୁ ଜଣେ କ୍ରୀଡ଼ା ବିଡ ଭାବରେ ନୁହେ ଜଣେ ଜନପ୍ରିୟ ବ୍ୟକ୍ତି ଭାବରେ ତରୁଣ ମାନଙ୍କ ପାଇଁ ଆଦର୍ଶ ହେଇଥିଲେ । ବିଜଯ ମରଚେଣ୍ଟ ନ୍କାସହ ସେ ଖୁବ ଶକ୍ତିଶାଳୀ ଓପନିଂ ଯୋଡି ଭାବରେ ରହିଥିଲେ । 

ଘରେଇ କ୍ରିକେଟରେ ସେ ହୋଲକାର ଦଳ ପାଇଁ ଖେଳୁଥିଲେ । ତାଙ୍କୁ 1964 ମସିହାରେ ପଦ୍ମଶ୍ରୀ ଉପାଧି ଦିଆ ଯାଇଥିଲା । 90 ବର୍ଷ ବୟସରେ ନିଦ୍ରିତ ଅବସ୍ଥାରେ ତାଙ୍କର ପରଲୋକ ହେଇଥିଲା । ତାଙ୍କ ନାମରେ ଭାରତ  ର ଟି20 ସିରିଜ ନାମିତ । ତାଙ୍କରପୁତ୍ର ଗୁଲରେଜ ଅଲି ଓ ପୌତ୍ର ଆବ୍ୱାସ ଅଲି ଉଭୟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ଥିଲେ। 

ଖେଳିଥିବା ଦଳ ସମୂହ [ସମ୍ପାଦନା]

  1. ଭାରତ 
  2. କେନ୍ଦ୍ର ଭାରତ 
  3. ଗୁଜରାଟ 
  4. ହୋଲକାର 
  5. ମଧ୍ୟ ଭାରତ 
  6. ମହାରାଷ୍ଟ୍ର 
  7. ମୁସଲିମ ଦଳ 
  8. ଉତ୍ତର ପ୍ରଦେଶ 

ପୁରସ୍କାର ସମୂହ [ସମ୍ପାଦନା]

  1. ପଦ୍ମଶ୍ରୀ 
  2. Syed Mushtaq Ali Trophy - ତାଙ୍କ ସମ୍ମାନରେ ଭାରତୀୟ ଟି20 ଟୁର୍ଣ୍ଣାମେଣ୍ଟକୁ ଶୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟ କୁହାଯାଇଥାଏ ।[୩] [୪]

ଆଧାର [ସମ୍ପାଦନା]

  1. Mushtaq Ali
  2. "C.K Nayudu". Archived from the original on 2018-12-25. Retrieved 2016-12-10.
  3. Syed Mushtaq Ali Trophy
  4. Syed Mushtaq Ali Trophy

ବାହାର ଲିଙ୍କ [ସମ୍ପାଦନା]