ମୁନିବା ମଜାରୀ

ଉଇକିପିଡ଼ିଆ‌ରୁ
ମୁନିବା ମଜାରୀ
منیبہ مزاری
Muniba Mazari in 2014
Born (1987-03-03) ୩ ମାର୍ଚ୍ଚ ୧୯୮୭ (ବୟସ ୩୭)
NationalityPakistani
Occupation(s)Artist, activist, motivational speaker, singer and model
Children1
Websitewww.munibamazari.com

ମୁନିବା ମଜାରୀ ବାଲୋଚ (ଉର୍ଦ୍ଧ :منیبہ مزاری; ଜନ୍ମ ୩ ମାର୍ଚ୍ଚ ୧୯୮୭, ଯିଏ ଆଇରନ ଲେଡି ଅଫ ପାକିସ୍ତାନ ଭାବରେ ମଧ୍ୟ ଜଣାଶୁଣା[୧]) ଜଣେ ପାକିସ୍ତାନୀ କାର୍ଯ୍ୟକର୍ତ୍ତା, ଆଙ୍କର କଳାକାର, ମଡେଲ, ଗାୟକ ଏବଂ ପ୍ରେରଣା ଦାୟକ ବକ୍ତା ଅଟନ୍ତି । ସେ ବିବିସିଦ୍ୱାରା ୨୦୧୫ ମସିହାର ୧୦୦ ପ୍ରେରଣା ଦାୟକ ମହିଳା ତାଲିକାରେ ତାଲିକାଭୁକ୍ତ ହେବାପରେ ସେ ଜାତିସଂଘ ମହିଳା ପାକିସ୍ତାନ ପାଇଁ ଜାତୀୟ ରାଷ୍ଟ୍ରଦୂତ ହୋଇଥିଲେ ।

ମୁନିବା ବାଲୋଚ ମଧ୍ୟ ପାକିସ୍ଥାନର ପ୍ରଥମ ମଡେଲ ଏବଂ ଆଙ୍କର ଅଟନ୍ତି । ସେ ହ୍ବିଲ ଚେୟାର ସାହାଯ୍ୟରେ ଯାତାୟତ କରନ୍ତି । ୨୧ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ଆହତ ହେତୁ ସେ ଏହି ହ୍ବିଲ ଚେୟାରର ବ୍ୟବହାର କରନ୍ତି । ସେ ହମ ନ୍ୟୁଜର ସୋସିଆଲ ସୋ ମେନ ନାହି ହମରେ ହୋଷ୍ଟ ଭାବରେ ଦେଖାଦେଇଥିଲେ । [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମୁନିବା ମଜାରୀ ଜଣେ ବାଲୁଚ ପୃଷ୍ଠଭୂମିରୁ, ମଜାରୀ ଜନଜାତିର ଅଟନ୍ତି ।[୩] ସେ ୩ ମାର୍ଚ୍ଚ ୧୯୮୭ ମସିହାରେ ଦକ୍ଷିଣ ପଞ୍ଜାବରେ ଥିବା ରହିମ ୟାର ଖାନରେ ଜନ୍ମଗ୍ରହଣ କରିଥିଲେ ।[୪] ମୁନିବା ଆର୍ମୀ ପବ୍ଲିକ ସ୍କୁଲରେ ପଢୁଥିଲେ ଏବଂ ପରେ BFA ପାଇଁ ତାଙ୍କ ଜନ୍ମ ସହରରେ ଥିବା କଲେଜରେ ପଢ଼ିଲେ । ୧୮ ବର୍ଷ ବୟସରେ ସେ ସେ ଅଧ୍ୟୟନ ସମାପ୍ତ କରିବା ପୂର୍ବରୁ ସେ ବିବାହିତ ଥିଲେ । ୨୦୦୮ ମସିହାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । 18 ବର୍ଷ ବୟସରେ, ସେ ଅଧ୍ୟୟନ ସମାପ୍ତ କରିବା ପୂର୍ବରୁ ସେ ବିବାହିତ ଥିଲେ |

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ୨୦୧୫ ମସିହାରେ ୧୦୦ ପ୍ରେରଣା ଦାୟକ ମହିଳା (BBC) ସମ୍ମାନରେ ସମ୍ମାନିତ ।[୫][୬]
  • ଦୁନିଆର ୫୦୦ ସବୁଠାରୁ ପ୍ରଭାବଶାଳୀ ମୁସଲମାନ ଅଟନ୍ତି । [୭]
  • ଜାତିସଂଘ ମହିଳାମାନଙ୍କ ମଧ୍ୟରେ ପ୍ରଥମ ପାକିସ୍ଥାନୀ ଜାତିସଂଘର ଶୁଭେଚ୍ଛୁ ରାଷ୍ଟ୍ରଦୂତ । [୮]
  • ଦି କାରିକ ଫାଉଣ୍ଡେସନଦ୍ୱାରା ସର୍ବିଆରେ କାରିକ ବ୍ରଦର୍ସ ୨୦୧୭ ।[୯]
  • ସେ ମାନବ ସେବା ବର୍ଗରେ ସର୍ବିଆର ବେଲାଗଡ଼ରେ କାରୀକ ବ୍ରଦର୍ସ ପୁରସ୍କାର ଗ୍ରହଣ କରିଥିଲେ । [୧୦]

ଆଧାର[ସମ୍ପାଦନା]

  1. "Muniba Mazari – The Iron Lady of Pakistan is a True Inspiration". Content.PK (in ଆମେରିକୀୟ ଇଂରାଜୀ). 2017-10-30. Archived from the original on 2019-10-22. Retrieved 2019-10-22.
  2. "Muniba Mazari named Goodwill Ambassador by UN Women". HIP (in ଇଂରାଜୀ). 2015-12-11. Archived from the original on 2019-10-22. Retrieved 2019-10-22.
  3. Tarar, Mehr (2018). Do We Not Bleed? : Reflections of a 21st-century Pakistani. India: Aleph Book Companies. pp. 119, 121, 122, 123, 125, 126, 128, 129, 130. ISBN 978-93-86021-87-8.
  4. Maloomaat (2015-12-21). "Muniba Mazari , a Story of Strength and Motivation". Maloomaat (in ଆମେରିକୀୟ ଇଂରାଜୀ). Retrieved 2019-10-22.
  5. Dawn.com (2015-12-02). "Two Pakistanis on BBC's 2015 100 Women list". DAWN.COM (in ଇଂରାଜୀ). Retrieved 2020-06-13.
  6. www.bbc.co.uk https://www.bbc.co.uk/news/special/2015/newsspec_12497/content/english/index.html?v=0.1.24&hostid=www.bbc.com&hostUrl=https://www.bbc.com/news/world-34745739&iframeUID=responsive-iframe-61225031&onbbcdomain=true#facewall_61. Retrieved 2019-10-22. {{cite web}}: Missing or empty |title= (help)
  7. Rehman, Fatima (2020-06-12). "PM Imran, Maulana Tariq Jamil, Malala, Muniba among world's most influential Muslims". The Express Tribune.
  8. "When you accept yourself, the world recognizes you: Muniba Mazari". The Indian Express (in ଇଂରାଜୀ). 2019-08-09. Retrieved 2020-06-13.
  9. "Muniba Mazari receives international award for humanitarian efforts". www.thenews.com.pk (in ଇଂରାଜୀ). Retrieved 2020-06-13.
  10. "Muniba Mazari receives international award for humanitarian efforts". Retrieved November 24, 2017.