ମୁଜିବ ନଗର
ମୁଜିବ ନଗର (ବଙ୍ଗଳା: মুজিবনগর), ପୂର୍ବରୁ ବୈଦ୍ୟନାଥତାଲା ଓ ଭାବେରାପୁର ନାମରେ ପରିବହିତ ଥିବା ସହର ଯାହା ବଙ୍ଗଳାଦେଶ ମେହେରପୁର ଜିଲ୍ଲାରେ ଅବସ୍ଥିତ । [୨] ବାଂଲାଦେଶ ପାକିସ୍ଥାନଠାରୁ 10 ଏପ୍ରିଲ , 1971[୩]ରେ ଭିନ୍ନ ହେଇ ପ୍ରକୃତ ସ୍ୱାଧୀନତା ପ୍ରାପ୍ତ ହେବା ଆଗରୁ ଏହାର ଅବାମୀ ଲିଗର ନେତା ସେଖ ମଜିବୁର ରହମାନ ଶାସନ ବାଂଲା ଦେଶକୁ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କରିଥିଲେ ।[୧] ତାଙ୍କ ସମ୍ମାନାର୍ଥେ ଏହି ସହରକୁ ମୁଜୀବନଗର ଭାବରେ ନାମିତ କରାଯାଇଥିଲା ।ମୁଜିବୁର ରହମାନ ଦେଶାନ୍ତରରେ ଥାଇ କଲିକତା ସହରରେ ଆନ୍ଦୋଳନର ନେତୃତ୍ୱ ନେଉଥିଲେ । ଏଠାରେ 20.10 ଏକର ପରିମିତ ସ୍ଥାନରେ ସ୍ମାରକୀ ନିର୍ମାଣ କରାଯାଇଛି । ସେହି ସ୍ଥାନରେ ବଙ୍ଗଳାଦେଶ ନୂତନ ସରକାର ଶପଥ ଗ୍ରହଣ କରିଥିଲେ ।
ଗରିଲା ଯୁଦ୍ଧ ସମୟରେ ସେଖ ମୁଯଜିବୁରଙ୍କୁ ପାକିସ୍ଥାନ ସରକାର ଗିରଫ କରି ରଖିଥିଲେ। ପରେ ଡିସେମ୍ବର 1971 ମସିହାରେ ବାଂଲାଦେଶ ପାକିସ୍ତାନଠାରୁ ପ୍ରକୃତ ସ୍ୱାଧୀନତା ହାସଲ କରିଥିଲା । ତତ ପୂର୍ବରୁ ବଙ୍ଗଳାଦେଶ ଉପଡ଼ାସ୍ତ୍ରପତି ଶୟଦ ନଜରୁଲ ଇସଲାମ ସରକାରଙ୍କ ମନ୍ତ୍ରୀମାନଙ୍କୁ ଏହି ମୁଜୀବ ନଗରଠାରେ ଶପଥ ଗ୍ରହଣ କରେଇଥିଲେ । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Mohammad Faiquzzaman (2012), "Mujibnagar Smriti Saudha", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
- ↑ Md. Abu Hasan Farooque (2012), "Meherpur District", in Sirajul Islam and Ahmed A. Jamal (ed.), Banglapedia: National Encyclopedia of Bangladesh (Second ed.), Asiatic Society of Bangladesh
- ↑ ୩.୦ ୩.୧ Faiquzzaman, Mohammad (2012). "Mujibnagar Government". In Jamal, Ahmed A. (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
{{cite book}}
: Missing|editor1=
(help)Missing|last1=
in Editors list (help)
ବାହାର ଲିଙ୍କ
[ସମ୍ପାଦନା]- Mujibnagar Memorial Monument Picture Archived 2017-02-22 at the Wayback Machine.
- Mujibnagar Day Archived 2006-08-23 at the Wayback Machine.
- Sheikh Hasina on Mujibnagar Day
- "Mujibnagar Day today", The Daily Star, 5 (669), 17 April 2006
- Mujibnagar
- Zahid Hossain (17 April 2004), "Significance of Mujibnagar Day", The Daily Star, 4 (314)