ମୀରା ଅଗରୱାଲ୍
ଦେଖଣା
Mira Aggarwal | |
|---|---|
| Mayor, North Delhi (India) | |
| କାର୍ଯ୍ୟକାଳ 30 April 2012 – 8 April 2013 | |
| Chairperson, Appointments Committee (MCD) | |
| କାର୍ଯ୍ୟକାଳ 1 April 2010 – 30 March 2012 | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୫ ମଇ ୧୯୬୧ Delhi, (India) |
| ରାଜନୀତିକ ଦଳ | Bharatiya Janata Party (1990–present) |
| ଜୀବନ ସାଥୀ | Dr. Anil Aggarwal |
| ସନ୍ତାନ | Vaibhav (Son) Sambhav (Son) |
| ଶିକ୍ଷାନୁଷ୍ଠାନ | Govt. Girls Higher secondary School, Model Town Delhi Hindu College, University of Delhi Campus Law Centre, University of Delhi. |
| ପେଷା | Lawyer |
| ୱେବସାଇଟ | Official website |
ମୀରା ଅଗରୱାଲ୍ (ଜନ୍ମ ୧୫ ମଇ ୧୯୬୧) ଭାରତୀୟ ଜନତା ଦଳ , ଭାଜପାର ଜଣେ ନେତ୍ରୀ । ସେ ଉତ୍ତରଦିଲ୍ଲୀ ମ୍ୟୁନିସିପାଲଟିର ସେ ପ୍ରଥମ ମେୟର ଥିଲେ ।.[୧] ସେ ପ୍ରଥମ ମହିଳା ଯିଏକି ୧୯୯୮ ମସିହାରେ ଦିଲ୍ଲୀର ଦେପ୍ୟୁଟି ମେୟର (ଏମ ସି ଡି) ପଦରେ ନିଯୁକ୍ତ ହୋଇଥିଲେ । ସେ ଏଲ ଏଲ ବି ସ୍ନାତକ ପାଇଥିବା ତୃତୀୟ କାଉନସିଲର। ସେ ସାୱନ ପାର୍କ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । [୨]