ମୀରା ଅଗରୱାଲ୍

ଉଇକିପିଡ଼ିଆ ରୁ
Jump to navigation Jump to search
Mira Aggarwal
Mira Aggarwal, April 2007.jpg
Mayor, North Delhi (India)
ଅଫିସରେ
30 April 2012 – 8 April 2013
Chairperson, Appointments Committee (MCD)
ଅଫିସରେ
1 April 2010 – 30 March 2012
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୫ ମଇ ୧୯୬୧ (1961-05-15) (୫୮ ବର୍ଷ)
Delhi, (India)
ରାଜନୀତିକ ଦଳBharatiya Janata Party (1990–present)
ଜୀବନ ସାଥୀDr. Anil Aggarwal
ସନ୍ତାନVaibhav (Son)
Sambhav (Son)
ଶିକ୍ଷାନୁଷ୍ଠାନGovt. Girls Higher secondary School, Model Town Delhi
Hindu College, University of Delhi
Campus Law Centre, University of Delhi.
ପେଷାLawyer
ଧର୍ମHinduism
ୱେବସାଇଟOfficial website

ମୀରା ଅଗରୱାଲ୍ (ଜନ୍ମ ୧୫ ମଇ ୧୯୬୧) ଭାରତୀୟ ଜନତା ଦଳ , ଭାଜପାର ଜଣେ ନେତ୍ରୀ । ସେ ଉତ୍ତରଦିଲ୍ଲୀ ମ୍ୟୁନିସିପାଲଟିର ସେ ପ୍ରଥମ ମେୟର ଥିଲେ ।.[୧] ସେ ପ୍ରଥମ ମହିଳା ଯିଏକି ୧୯୯୮ ମସିହାରେ ଦିଲ୍ଲୀର ଦେପ୍ୟୁଟି ମେୟର (ଏମ ସି ଡି) ପଦରେ ନିଯୁକ୍ତ ହୋଇଥିଲେ । ସେ ଏଲ ଏଲ ବି ସ୍ନାତକ ପାଇଥିବା ତୃତୀୟ କାଉନସିଲର। ସେ ସାୱନ ପାର୍କ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । [୨]

ଆଧାର[ସମ୍ପାଦନା]