ମି ଠୁ (ହ୍ୟାସଟ୍ୟାଗ)

ଉଇକିପିଡ଼ିଆ‌ରୁ

"ମି ଠୁ" (Me too କିମ୍ବା "#metoo) ୨୦୧୭ ମସିହାରେ ଯୌନ ଶୋଷଣ ଓ ଉତ୍ପୀଡ଼ନ ବିରୋଧରେ ସୋସିଆଲ ମିଡ଼ିଆରେ ଏକ ଦ୍ୱିଶବ୍ଦବିଶିଷ୍ଟ ହ୍ୟାସଟ୍ୟାଗରେ ପରିଣତ ହେଲା । ହାର୍ଭି ଉଇନଷ୍ଟାଇନଙ୍କ ବିରୋଧରେ ଉଠିଥିବା ଯୌନ ଅପବ୍ୟବହାର ଅଭିଯୋଗର ଉତ୍ତର ଭାବେ ଏହା ଆରମ୍ଭ ହୋଇଥିଲା ।[୧][୨][୩] ଏହି ଖଣ୍ଡବାକ୍ୟ ଅକ୍ଟୋବର ୧୫ ତାରିଖ ସୁଦ୍ଧା ୨୦୦,୦୦୦ ଥର ବ୍ୟବହାର ହୋଇସାରିଥିଲା[୪] ଓ ଅକ୍ଟୋବର ୧୬ ତାରିଖ ସୁଦ୍ଧା ୫୦୦,୦୦୦ ଥର ବ୍ୟବହାର ହୋଇସାରିଥିଲା । ହ୍ୟାସଟ୍ୟାଗଟି ଫେସବୁକରେ ୬୦୦,୦୦୦ ଥର[୫] ବ୍ୟବହାର ହୋଇ ଯୌନ ଶୋଷଣ ଓ ଉତ୍ପୀଡ଼ନ ବାବଦରେ ୬ ମିଲିଅନ ଆଲୋଚନା ପାଇଁ ବାଟ ତିଆରି କରିଥିଲା ।[୬] ଉକ୍ତ ଅସୁବିଧାର ହାର ଓ ସର୍ବବ୍ୟାପୀତା ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ଆଲିସିଆ ମିଲାନୋ ଏହି ଶବ୍ଦକୁ ଏକ ଅଭିଯାନ ଭାବେ ବ୍ୟବହାର କରିବା ପାଇଁ ଉତ୍ସାହୀତ କରିଥିଲେ ।[୭][୮][୯] ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ଏଥିରେ ଯୋଗଦେଇଥିଲେ । ସେମାନେ ହେଲେ:

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. France, Lisa Respers. "#MeToo: Social media flooded with personal stories of assault". CNN. Retrieved October 16, 2017.
  2. Schmidt, Samantha (16 October 2017). "#MeToo: Harvey Weinstein case moves thousands to tell their own stories of abuse, break silence". The Washington Post. ISSN 0190-8286. OCLC 2269358. Retrieved October 16, 2017.
  3. "#MeToo: Alyssa Milano promotes hashtag that becomes anti-harassment rallying cry". NBC News. Retrieved October 16, 2017.
  4. Sini, Rozina (16 October 2017). "'MeToo' and the scale of sexual abuse" – via www.bbc.com.
  5. "#MeToo made the scale of sexual abuse go viral. But is it asking too much of survivors?". The Washington Post. Retrieved October 16, 2017.
  6. http://fortune.com/2017/10/16/me-too-facebook-alyssa-milano/
  7. Moore, Suzanne (16 October 2017). "It's not just one monster. 'Me too' reveals the ubiquity of sexual assault". The Guardian. Guardian Media Group.
  8. "Today in Entertainment: Producers Guild to expel Harvey Weinstein; Alyssa Milano's #MeToo campaign spreads sexual assault awareness" – via LA Times.
  9. "#MeToo: Sexual Harassment and Assault Movement Tweeted Over 500,000 Times as Celebs Share Stories". 16 October 2017.