ମିଶେଲ୍ ଫୁକୋ

ଉଇକିପିଡ଼ିଆ‌ରୁ

ମିଶେଲ୍ ଫୁକୋ (୧୫ ଅକ୍ଚୋବର୍ ୧୯୨୬ – ୨୫ ଜୁନ୍ ୧୯୮୪) ଜଣେ ଫରାସୀ ଦାର୍ଶନିକ, ତତ୍ତ୍ୱବିତ୍, ଅବଧାରଣାର ଐତିହାସିକ, ତଥା ସାହିତ୍ୟ ସମାଲୋଚକ ଥିଲେ । ତାଙ୍କର ତତ୍ତ୍ୱଗୁଡିକ ଜ୍ଞାନ ଓ କ୍ଷମତା ମଧ୍ୟର ସମ୍ପର୍କ, ଓ ଏହି ସମ୍ପର୍କଗୁଡିକଦ୍ୱାରା କିପରି ସାମାଜିକ ଅନୁଷ୍ଠାନ ମଧ୍ୟ ଦେଇ ସାମାଜିକ ନିୟନ୍ତ୍ରଣ ସଂଗଠିତ ହୋଇଥାଏ ତାହାର ବର୍ଣ୍ଣନା ଦେଇ ଥାଏ । ଯଦିଓ ଅନେକେ ତାଙ୍କୁ ଉତ୍ତର-ସଂରଚନାବାଦୀ ଓ ଉତ୍ତର-ଆଧୁନିକତାବାଦୀ ବୋଲି ଧରନ୍ତି, ସେ ନିଜର ଚିନ୍ତନକୁ ଆଧୁନିକତାର ଏକ ଆଲେଚନାତ୍ମକ ଇତିହାସ ଭାବରେ ଉପସ୍ଥାପନା କରୁଥିଲେ । ତାଙ୍କର କାମ ଉଭୟ ସାମାଜିକ କର୍ମୀମାନଙ୍କ ମଧ୍ୟରେ ଓ ଏକାଡେମିକ୍ ମହଲରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଡାହାଣ|thumb

ଜିବନୀ[ସମ୍ପାଦନା]

ଅଧାର[ସମ୍ପାଦନା]