ମିଡ଼ିଆଉଇକି:Welcomecreation-msg

ଉଇକିପିଡ଼ିଆ‌ରୁ
ଆପଣଙ୍କ ଖାତାଟି ତିଆରି ହୋଇଗଲା ।

ଉଇକିପିଡ଼ିଆ ଅନେକ ସମ୍ପାଦକଙ୍କ ମିଳିତ ସମ୍ପାଦନାରେ ଗଢ଼ା ଏକ ଖୋଲା ଜ୍ଞାନକୋଷ । ଏହାର ବିଶାଳ ଆକାର ଆପଣଙ୍କୁ ଦ୍ଵନ୍ଦରେ ପକାଇପାରେ, ତେଣୁ ଏଠାରେ ଆପଣଙ୍କୁ ସହଯୋଗ କରିବା ନିମନ୍ତେ କିଛି ପୃଷ୍ଠା ରହିଛି । ଉଇକିପିଡ଼ିଆ ବାବଦରେ ଅଧିକ ଜାଣିବା ପାଇଁ ସହଯୋଗ ପୃଷ୍ଠାମାନଙ୍କ ସୂଚୀ ଦେଖନ୍ତୁ । ଏହି ସାଇଟର ଦେଖଣା ଓ ଅନ୍ୟ ବିକଳ୍ପସବୁକୁ ଆପଣା ପସନ୍ଦର କରିବା ନିମନ୍ତେ ନିଜର ପସନ୍ଦ ଦେଖନ୍ତୁ । ଅଧିକ ବିବରଣୀ ପାଇଁ ଜାଣିବା କଥା ଦେଖନ୍ତୁ । ଆପଣ ନିଜ ପରଖ ଘରେ ପ୍ରକୃତ ସମ୍ପାଦନା ଶିଖିବା ନିମନ୍ତେ କିଛି ପରଖ ମଧ୍ୟ କରିପାରିବେ ।
ତେବେ ଆଲୋଚନା ପୃଷ୍ଠାମାନଙ୍କରେ ଲେଖି ସାରି ନିଜର ଦସ୍ତଖତ (~~~~) କରିବାକୁ ଭୁଲିବେ ନାହିଁ, କିନ୍ତୁ ଉଇକିପିଡ଼ିଆର ପ୍ରସଙ୍ଗ ଲେଖାରେ କେବେ ବି ଦସ୍ତଖତ କରିବେ ନାହିଁ ।

ତାହା ଛଡ଼ା ଆପଣ ଉଇକିପିଡ଼ିଆର ସବୁଯାକ ନୀତି ଓ ନିୟମାବଳୀ ସଙ୍ଗେସଙ୍ଗେ ଜାଣିପାରିବେ ନାହିଁ, କିନ୍ତୁ ଆପଣ ଗୁତୁତ୍ଵପୂର୍ଣ୍ଣ ନୀତି ସବୁକୁ (ନିରପେକ୍ଷ ମତ, ଆପଣା ମୂଳାଧାରରେ ପ୍ରମାଣ ଯୋଡ଼ିବା ଆଦି ମୁଖ୍ୟ ନୀତି ଦେଇ ପ୍ରସଙ୍ଗ ଲେଖାସବୁକୁ ପ୍ରମାଣଯୋଗ୍ୟ, ଜ୍ଞାନକୋଷଯୋଗ୍ୟ ତଥା ଉପଯୁକ୍ତ ରଚନାଶୈଳୀ ଯୁକ୍ତ କରିବା) ଜାଣି କାମ କରିବା ଉଚିତ ।

ଉଇକିପିଡ଼ିଆରେ ଛବି ଅପଲୋଡ଼ କରିବାଛବିକୁ ପ୍ରସଙ୍ଗରେ ଯୋଡ଼ିବା ସୁବିଧା ବାବଦରେ ଆପଣଙ୍କୁ ଅବଗତ କରାଉଛୁ, ତେବେ ଆପଣଙ୍କୁ ଉଇକିପିଡ଼ିଆର ଗୁରୁତ୍ତ୍ଵପୂର୍ଣ୍ଣ ଛବି ବ୍ୟବହାର ନୀତିସତ୍ତ୍ଵାଧୀକାର ନୀତି ମାନିବାକୁ ପଡ଼ିବ ।
ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ, ତେବେ ଚାଟସଭା ରେ ପଚାରନ୍ତୁ ।
ନ ହେଲେ {{helpme}} କୋଡ଼ ସହିତ ନିଜ ପ୍ରଶ୍ନ "ଆପଣଙ୍କ" ଆଲୋଚନା ପୃଷ୍ଠାରେ ଲେଖିଦିଅନ୍ତୁ ।