Jump to content

ମିଗ୍ଲୁଷ୍ଟାଟ

ଉଇକିପିଡ଼ିଆ‌ରୁ
ମିଗ୍ଲୁଷ୍ଟାଟ
Clinical data
Trade namesZavesca, Brazaves
SynonymsOGT 918, 1,5-(butylimino)-1,5-dideoxy-D-glucitol, N-butyl-deoxynojirimycin
AHFS/Drugs.commonograph
MedlinePlusa604015
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability97%
    Protein bindingNil
    MetabolismNil
    Elimination half-life6–7 hours
    ExcretionKidney, unchanged
    Identifiers
    • (2R,3R,4R,5S)-1-butyl-2-(hydroxymethyl)piperidine-3,4,5-triol
    ECHA InfoCard100.216.074 Edit this at Wikidata
    Chemical and physical data
    FormulaC10H21NO4
    Molar mass୨୧୯.୨୮ g·mol−1
    3D model (JSmol)
    • OC[C@H]1N(CCCC)C[C@H](O)[C@@H](O)[C@@H]1O
    • InChI=1S/C10H21NO4/c1-2-3-4-11-5-8(13)10(15)9(14)7(11)6-12/h7-10,12-15H,2-6H2,1H3/t7-,8+,9-,10-/m1/s1 checkY
    • Key:UQRORFVVSGFNRO-UTINFBMNSA-N checkY
      (verify)

    ମିଗ୍ଲୁଷ୍ଟାଟ (ଇଂରାଜୀ ଭାଷାରେ Miglustat), ଜାଭେସ୍କା ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଗାଉଚର ରୋଗ ପ୍ରକାର ୧ (GD1) ଏବଂ ନିମାନ-ପିକ ରୋଗ ପ୍ରକାର ଗ (NPC) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ହ୍ରାସ, କମ୍ପନ, ତରଲ ଝାଡ଼ା, ଅନ୍ତନଳୀସ୍ଥ ବାୟୁ ବୃଦ୍ଧି ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ନ୍ୟୁରୋପାଥି ବା ପ୍ରାନ୍ତୀୟ ସ୍ନାୟୁରୋଗ ଏବଂ କମ୍ ରକ୍ତ ପ୍ଲାଟେଲେଟ୍ ହୋଇପାରେ ।[] ଗର୍ଭାବସ୍ଥାରେ ଏହି ଔଷଧ ଯୋଗୁ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଗ୍ଲୁକୋସିଲସେରାମାଇଡ୍ ସିନ୍ଥେଜ୍ ଇନହିବିଟର ।[]

    ୨୦୦୨ ମସିହାରେ ୟୁରୋପ ଏବଂ ୨୦୦୩ରେ ଆମେରିକାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଗ୍ଲୁଷ୍ଟାଟ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ କ୍ରୟ ଖର୍ଚ୍ଚ ୨୦୨୧ ସୁଦ୍ଧା ୩୪୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୩,୦୦୦ ଡଲାର ଅଟେ ।[]

    1. 1 2 "Miglustat (Zavesca) Use During Pregnancy". Drugs.com. 4 February 2020. Archived from the original on 28 November 2020. Retrieved 7 August 2020.
    2. "Summary for ARTG Entry:122957 Zavesca miglustat 100 mg capsules blister pack". Therapeutic Goods Administration.{{cite web}}: CS1 maint: url-status (link)
    3. "Zavesca (miglustat) 100 mg hard capsules - Summary of Product Characteristics (SmPC)". (emc). Archived from the original on 25 February 2021. Retrieved 7 August 2020.
    4. 1 2 3 4 "Zavesca EPAR". European Medicines Agency (EMA). Archived from the original on 5 August 2020. Retrieved 7 August 2020.
    5. 1 2 3 4 5 "Miglustat Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 18 November 2021.
    6. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1117. ISBN 978-0857114105.
    7. "Miglustat Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 18 November 2021.