Jump to content

ମିଗାଲାଷ୍ଟାଟ

ଉଇକିପିଡ଼ିଆ‌ରୁ
ମିଗାଲାଷ୍ଟାଟ
Clinical data
Pronunciationmi GAL a stat
Trade namesGalafold
SynonymsDDIG, AT1001, 1-deoxygalactonojirimycin
AHFS/Drugs.commonograph
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    By mouth (capsules)
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Bioavailability75%
    Protein bindingNone
    MetabolitesO-glucuronides (<15%)
    Elimination half-life3–5 hours (single dose)
    ExcretionUrine (77%), feces (20%)
    Identifiers
    • (2R,3S,4R,5S)-2-(Hydroxymethyl)-3,4,5-piperidinetriol
    Chemical and physical data
    FormulaC6H13NO4
    Molar mass୧୬୩.୧୭ g·mol−1
    3D model (JSmol)
    • C1[C@@H]([C@H]([C@H]([C@H](N1)CO)O)O)O
    • InChI=1S/C6H13NO4/c8-2-3-5(10)6(11)4(9)1-7-3/h3-11H,1-2H2/t3-,4+,5+,6-/m1/s1
    • Key:LXBIFEVIBLOUGU-DPYQTVNSSA-N

    ମିଗାଲାଷ୍ଟାଟ (ଇଂରାଜୀ ଭାଷାରେ Migalastat), ଗାଲାଫୋଲ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫାବ୍ରି ରୋଗର (Fabry disease) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା କେବଳ କେତେକ ପ୍ରକାରର ରୋଗ ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ଅତିକମରେ ୧୨ ବର୍ଷ ବୟସ ହୋଇଥିଲେ ଏହା ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନାସା ପ୍ରବାହ, ଜ୍ୱର, ଅଇ, ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[] [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] କେତେକ ପ୍ରକାରର ଏଞ୍ଜାଇମ ଆଲଫା-ଗାଲାକ୍ଟୋସିଡେଜ ଏ ସ‌ହିତ ସଂଲଗ୍ନ ହୋଇ ଏହାକୁ ସ୍ଥିର ରଖେ ଓ କାର୍ଯ୍ୟକ୍ଷମ ହୁଏ ।

    ୨୦୧୬ ମସିହାରେ ୟୁରୋପରେ ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମିଗାଲାଷ୍ଟାଟ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ଏହାର ମୂଲ୍ୟ ବର୍ଷକୁ ପ୍ରାୟ ୩୧୫,୦୦୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨୧,୦୦୦ ପାଉଣ୍ଡ ଅଟେ ।[]

    1. 1 2 3 "Migalastat Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 18 November 2021.
    2. 1 2 3 "Galafold EPAR". European Medicines Agency (EMA). Archived from the original on 20 September 2020. Retrieved 16 September 2020.
    3. "Migalastat (Galafold) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 18 November 2021.
    4. "How much does Galafold cost?". Drugs.com (in ଇଂରାଜୀ). Archived from the original on 19 April 2021. Retrieved 18 November 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 1112. ISBN 978-0857114105.