ମାଳଭାନୀ କୋଙ୍କଣି
ମାଳଭାନୀ କୋଙ୍କଣି | |
---|---|
मालवणी | |
ଉଚ୍ଚାରଣ | malvaɳi (standard) malvani (popular) |
Native to | India |
ଅଞ୍ଚଳ | Konkan, Malvan, Maharashtra, Goa |
ମାତୃଭାଷୀ | 870,000[ଆଧାର ଲୋଡ଼ା] |
Devanagari | |
ଭାଷା କୋଡ୍ | |
ISO ୬୩୯-୩ | – |
gom-kud |
ମାଳଭାନୀ କୋଙ୍କଣି, କୋଙ୍କଣୀ ଭାଷାର ଏକ ଉପଭାଷା । ଏଥିରେ ମାରାଠି ଭାଷାର ବହୁଳ ପ୍ରଭାବ ଓ କିଛି ଶବ୍ଦ ରହିଛି ।[୧] ମଳଭାନୀ ଭାଷା ଏକ କଥିତ ଭାଷା ଓ ଏହାର ନିଜସ୍ୱ ଲିପି ନାହି । ଏହା ଏହି ଅଞ୍ଚଳର ଯେଉଁ ସ୍ଥାନ ମାନଙ୍କରେ ବ୍ଯବହ୍ରୁତ ହେଇଥାଏ ସେହି ଅଞ୍ଚଳର ନିଜସ୍ୱ ଭାଷାର ଲିପିରେ ଲେଖାଯାଇଥାଏ । ଅନେକ ସ୍ଥଳରେ ଦେବନାଗରୀ ଲିପି ବ୍ୟବହାର ହେବାର ଦେଖା ଯାଇଥାଏ । ସମ୍ବାଦ ପତ୍ରର ସନ୍ଦର୍ଭ ଓ ଡ୍ରାମାରେ ଏହାର ବହୁଳ ବ୍ୟବହାର ହେଇଥାଏ । ଯଦିଓ ମରାଠାର ଭାତମାନେ ମାରାଠି ଭାଷା ଗ୍ରହଣ କରି ଏହାକୁ ବର୍ଜନ କଲେଣି ତଥାପି ଏହା ଅବଲୁପ୍ତ ହେବାର ଭୟ ନାହି । ତଳ ସ୍ତରର ଲୋକମାନେ ଏହାକୁ ପୂର୍ଣ ଭାବରେ ବ୍ୟବହାର କରୁଛନ୍ତି ଓ ଏହା କୁଦଳି ଭାଷା ନାମରେ ମଧ୍ୟ ପରିଚିତ ।
ମାରାଠି ସହ ଏଥିରେ ଅନେକ ସ୍ୱାତନ୍ତ୍ରତା ମଧ୍ୟ ରହିଥାଏ । ଏଥିରେ " ଲା "କୁ "କା" ବୋଲି କୁହାଯାଇଥାଏ । " ହଁ" , "କେଉଁଠାରେ " " ଏଠାରେ " ପରି ଶବ୍ଦ ଏଥିରେ ଭିନ୍ନ ଭାବରେ ଥାଏ ।
ଭୌଗୋଳିକ ବଣ୍ଟନ
[ସମ୍ପାଦନା]କୋଙ୍କଣ ବିଭାଗର ଦକ୍ଷିଣ ଅଞ୍ଚଳରେ ଏହା ବହୁଳ ବ୍ୟବହାର ହେଇଥାଏ । [୨]. ରତନଗିରି , ସିନ୍ଧୁଦୁର୍ଗ ଜିଲ୍ଲାରେ ଏହା ମୁଖ୍ୟ କଥିତ ଭାଷା । ଜନଗଣନା ଅନୁସାରେ 46851 ମଳଭାନୀ ଭାଷା କହୁଥିବା ଲୋକ ରହିଥିଲେ । କୋଙ୍କଣୀ ଭାଷାରେ 25 ଲକ୍ଷ୍ ଲୋକ ରହିଛନ୍ତି । ସମର୍ଥିତ ସୂତ୍ରରୁ ମାଳଭାନୀ ଭାଷା କହୁଥିବା ଲୋକ ସଂଖ୍ୟା 868,825 ।
ଆଧାର
[ସମ୍ପାଦନା]- ↑ Gangaram Gavankar (27 February 2008). "आमची मालवणी" [Aamchi Malvani]. Maharashtra Times (in Malvani). Archived from the original on 29 September 2017. Retrieved 29 June 2015.
{{cite news}}
: CS1 maint: unrecognized language (link) - ↑ Sushila Marathe (27 September 2009). "मराठी भाषा" [Marathi Bhasha] (in Marathi). Sampadak Mandal. Retrieved 29 June 2015.
{{cite web}}
: CS1 maint: unrecognized language (link)[permanent dead link]
ପୁନଶ୍ଚ ଦେଖଣା
[ସମ୍ପାଦନା]- Konkani Language
- Chitpavani Konkani
- Ratnagiri District
- Sindhudurg District
- Malvan region
- Malvani people
- Malvani cuisine