ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ

ଉଇକିପିଡ଼ିଆ‌ରୁ
ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ
Religion
ଅନୁବନ୍ଧଗୁଡ଼ିକSyro-Malabar Catholic Church
ProvinceSyro-Malabar Catholic Diocese of Kothamangalam
LeadershipMajor Archbishop
Location
ସ୍ଥାନArakuzha, Muvattupuzha
Direction of façadeWest
Website
arakuzhachurch.org

ମାର୍ଥ ମାରିଆମ ସ୍ୟରୋ-ମାଲାବାର କଥୋଲିକ ଫୋରାନେ ଚର୍ଚ ଭାରତୀୟ ରାଜ୍ୟରେ ଥିବା ଏକ ପ୍ରାଚୀନତମ ଚର୍ଚ । ଏହା ମୁଭାଯ୍ଯୁପୁଝାଠାରୁ 6 କିଲୋମିଟର ଦୁରବର୍ତୀ ଆକାକୁଝା ଗ୍ରାମରେ ରହିଛି । ଏହି ଗ୍ରାମରେ ବହୁ ସଂଖ୍ୟାରେ ନାଶ୍ରନୀ ଖ୍ରୀଷ୍ଟିୟାନ ରହିଥିଲେ । ଏହି ନାଶ୍ରନୀ ଖ୍ରୀଷ୍ଟିୟାନମାନଙ୍କ 1500 ବର୍ଷର ପଞ୍ଜୀକୃତ  ଇତିହାସ ରହିଛି । ବର୍ତ୍ତମାନ ଚର୍ଚଟି ସ୍ୟରୋ-ମଳବର କଥୋଲିକ ଏପାରଚି , କୋଥାମଙ୍ଗଳମ  [୧]ଅଧୀନରେ ରହିଛି । ଭଗବାନଙ୍କ ସେବକ କୁହାଯାଉଥିବା ଭର୍ଗିଜ ପୟାପିଲ୍ଲି ପାଲାକ୍କାପିଲ୍ଲି ଏହାର ପାରିସ ପୂଜକ ହିସାବରେ 1920 ଓ 1922ରେ ରହିଥିଲେ । [୨][୩]

ଇତିହାସ [ସମ୍ପାଦନା]

ରଥପ୍ପଳିମୁଠି ଏହି ମରଠା ମରିଆମ ଫୋରେଂସେ ଚର୍ଚକୁ ଆରାକାଝାଠାରେ ସ୍ଥାପନ କରିଥିଲେ । [୪]ଛାଞ୍ଚ:Primary source inline ଏହି ଚର୍ଚକୁ ସମୟକ୍ରମେ ଅନେକଥର ଭାଙ୍ଗି ନୂତନ ଭାବରେ ପୁନନିର୍ମାଣ କରାଯାଇଥିଲା । 

ଆଧାର [ସମ୍ପାଦନା]

  1. http://www.kothamangalamdiocese.org/php/parish_list.php?nm=4&action=search&txt=&sort=&category=&sum=&date_from=&date_to=&sort_ord=&by_colms=col&no_of_rows=1&sel=
  2. "Payyappilly Palakkappilly Varghese Kathanar" (PDF). Archived from the original (PDF) on 2011-07-17. Retrieved 2017-01-02.
  3. "Former vicars - Payyappilly Varghese Kathanar (1920-22)". Archived from the original on 2013-10-29. Retrieved 2017-01-02.
  4. "Rathappillil Family". rathappillilfamily.com. Retrieved 2014-06-06.