Jump to content

ମାର୍ଗେଟୁକ୍ସିମାବ

ଉଇକିପିଡ଼ିଆ‌ରୁ
ମାର୍ଗେଟୁକ୍ସିମାବ
Monoclonal antibody
Type?
SourceChimeric (mouse/human)
TargetHER2
Clinical data
Trade namesMargenza
Synonymsmargetuximab-cmkb, MGAH22
AHFS/Drugs.commonograph
data
Pregnancy
category
  • Not recommended. Margetuximab can cause fetal harm when administered to a pregnant woman.[୧]
Routes of
administration
Intravenous
Legal status
Legal status
Chemical and physical data
FormulaC6484H10010N1726O2024S42
Molar mass୧,୪୫,୮୭୩.୯୮ g·mol−1

ମାର୍ଗେଟୁକ୍ସିମାବ (ଇଂରାଜୀ ଭାଷାରେ Margetuximab, ବେପାର ନାମ ମାର୍ଗେଞ୍ଜା, ହେଉଛି ଏକ ଔଷଧ ଯାହା ଏଚଇଆର୨-ଯୁକ୍ତାତ୍ମକ (HER2-positive) ବିକ୍ଷେପିତ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ପୂର୍ବ ଚିକିତ୍ସାରେ ବିଫଳ ହୋଇଥିବା ଲୋକମାନଙ୍କ ନିମନ୍ତେ ଏହା ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

କେମୋଥେରାପି ସହିତ ମିଳିତ ଭାବରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଅଇ, ତରଳ ଝାଡ଼ା, ମୁଣ୍ଡବିନ୍ଧା, ଜ୍ୱର, କେଶହାନୀ, ପେଟ ଯନ୍ତ୍ରଣା, ପ୍ରାନ୍ତୀୟ ସ୍ନାୟୁରୋଗ, ମାଂସପେଶୀ ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ଶିରାରେ ତରଳ ପଦାର୍ଥ ଦେବାର ପ୍ରତିକ୍ରିୟା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ଆଇଜିଜି (IgG) ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ମାନବ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର 2 (HER2) ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଏ ।[୪]

୨୦୨୦ ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାର୍ଜେଟକ୍ସାଇମାବ ଅନୁମୋଦିତ ହୋଇଥିଲା ।[୩] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୫] ଯୁକ୍ତରାଷ୍ଟ୍ରରେ ୭୦ କିଲୋଗ୍ରାମ ଓଜନର ରୋଗୀଙ୍କ ପାଇଁ ପ୍ରତି ତିନି ସପ୍ତାହରେ ପ୍ରାୟ ୯,୧୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Margenza FDA label" (PDF). Archived (PDF) from the original on 2021-11-02. Retrieved 2022-02-17.
  2. "FDA approves margetuximab for metastatic HER2-positive breast cancer". U.S. Food and Drug Administration (FDA). 16 December 2020. Archived from the original on 23 December 2020. Retrieved 25 December 2020.  This article incorporates text from this source, which is in the public domain.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "DailyMed - MARGENZA- margetuximab-cmkb injection, solution, concentrate". dailymed.nlm.nih.gov. Archived from the original on 17 January 2022. Retrieved 2 November 2022.
  4. "Margenza". NCI Drug Dictionary. National Cancer Institute. Archived from the original on 15 December 2021. Retrieved 17 December 2020.
  5. "Margetuximab". SPS - Specialist Pharmacy Service. 30 September 2016. Archived from the original on 23 January 2022. Retrieved 2 November 2022.
  6. "Margenza Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 2 November 2022.