ମାନବଜିତ ସିଂ ସନ୍ଧୁ

ଉଇକିପିଡ଼ିଆ‌ରୁ
ମାନବଜିତ ସିଂ ସନ୍ଧୁ
ਮਾਨਵਜੀਤ ਸਿਂਘ ਸੰਧੂ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1976-11-03) ୩ ନଭେମ୍ବର ୧୯୭୬ (ବୟସ ୪୭)
Sport
ଦେଶଭାରତ
କ୍ରୀଡ଼ାनिशानेबाज

ମାନବଜିତ ସିଂ ସନ୍ଧୁ (ଇଂରାଜୀ :Manavjit Singh Sandhu) (ପଞ୍ଜାବୀ :ਮਾਨਵਜੀਤ ਸਿਂਘ ਸਂਧੂ) (ଜନ୍ମ ୦୩ ନଭେମ୍ବର ୧୯୭୬) ଜଣେ ପଞ୍ଜାବୀ ଲକ୍ଷ ଭେଦକ ଅଟନ୍ତି । [୧] ଯିଏ ବିଶେଷତଃ ଟ୍ରେପ ଶୁଟ ପାଇଁ ଜଣା ଯା'ନ୍ତି ।ତାଙ୍କୁ 2006 ମସିହାରେ ରାଜୀବ ଗାନ୍ଧୀ ଖେଳ ରତ୍ନ ମଧ୍ୟ ଦିଆଯାଇଥିଲା ତଥା ୧୯୯୮ମସିହାରେ ଅର୍ଜୁନ ପୁରସ୍କାରରେ ପ୍ରାପ୍ତ ଥିଲେ ।

ସନ୍ଧୁ ଲାରନ୍ସ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିଲେ ।[୨] ସେ ପଞ୍ଜାବର ଫିରୋଜପୁର ଜିଲ୍ଲାର ରତ୍ତା ଖେଡା ଗ୍ରାମର ନିବାସୀ ଅଟନ୍ତି । ତାଙ୍କ ପିତାଙ୍କ ନାମ ଗୁରବୀର ସିଂ । [୩]

ସେ 2006 ମସିହାରେ ଆଇ ଏସ ଏସ ଏଫ ୱାର୍ଲଡ ଶୁଟିଂ ଚାମ୍ପିୟାନ ସିପର ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୪]ତାସହ ସେ 1998 ଏବଂ 2002 ମସିହାରେ ଏସିୟାନ ଖେଳରେ ଚାରୋଟି ରଜତ ପଦକ ଜିତିଥିଲେ ।

1998 ମସିହାର ରାଷ୍ଟ୍ର ମଣ୍ଡଳ ଖେଳରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ 2006 ଖେଳରେ ସେ କଂସା ପଦକ ପାଇଥିଲେ ।[୫][୬]

ସିନ୍ଧୁ 2016 ଗ୍ରୀଷ୍ମକାଳୀନ ଓଲିଓମ୍ପିକ ଖେଳରେ ମଧ୍ୟ କ୍ୱାଲିଫଏ କରିଥିଲେ , ଯାହା ବ୍ରାଜିଲର ରିଓ ଦି ଜେନେରିଓରେ ଆୟୋଜିତ ହୋଇଥିଲା ।[୭][୮]

ଆଧାର[ସମ୍ପାଦନା]

  1. "Yahoo!". Archived from the original on 2011-05-24. Retrieved 2017-07-05.
  2. Profile of Manavjit Singh Sandhu, Indian Shooter in CWG 2010
  3. "London Olympics 2012 Profile". Archived from the original on 2012-08-08. Retrieved 2017-07-06.
  4. "Historical Results". www.issf-sports.org. ISSF. Retrieved 19 September 2014.
  5. "Manavjit Singh Sandhu at Sports Reference.com". www.sports-reference.com. Retrieved 14 अगस्त 2016. {{cite web}}: Check date values in: |accessdate= (help)
  6. Khel Ratna award
  7. "Rio Olympics 2016: Manavjit Singh Sandhu, Kynan Chenai fail to qualify for men's trap semi-final". First Post. 9 August 2016. Retrieved 14 अगस्त 2016. {{cite news}}: Check date values in: |accessdate= (help)
  8. "Trap shooter Sandhu finishes 16th". Retrieved 14 अगस्त 2016. {{cite web}}: Check date values in: |accessdate= (help)