ମାଧବ ମନ୍ତ୍ରୀ
Appearance
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium | |||||||||||||||||||||||||||||||||||||||
ଭୂମିକା | Wicketkeeper-batsman | |||||||||||||||||||||||||||||||||||||||
ସମ୍ପର୍କୀୟ | SM Gavaskar (nephew) | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 56) | 14 December 1951 v England | |||||||||||||||||||||||||||||||||||||||
ଶେଷ ଟେଷ୍ଟ | 4 January 1955 v Pakistan | |||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||
Maharashta | ||||||||||||||||||||||||||||||||||||||||
Bombay | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ମାଧବ କିଶନଜୀ ମନ୍ତ୍ରୀ pronunciation (help·info) (1 September 1921 – 23 May 2014) ଜଣେ ଭାରତୀୟ କ୍ରିକେଟ ଖେଳାଳି ଥିଲେ । ସେ 1951 ମସିହାରୁ 1955 ମସିହା ମଧ୍ୟରେ ଭାରତ ପାଇଁ 4ଟି ଟେଷ୍ଟ ଖେଳିଥିଲେ । ତାଙ୍କର ଜନ୍ମା1, ସେପ୍ଟେମ୍ବର , 1921ରେ ମୁମ୍ବାଇ ନିକଟସ୍ଥ ନାସିକରେ ହେଇଥିଲା । ସେ ଜଣେ ବିକେତକିପର ବେତସମେନ ଥିଲେ । ତାଙ୍କ ନେତୃତ୍ୱାରେ ବମ୍ବେ ଦଳ 3 ଥର ରଣଜୀ ଟ୍ରଫି ଜିତିଥିଲା ।
ମନ୍ତ୍ରୀ ତାଙ୍କର ପ୍ରଥମ ଟେଷ୍ଟ 1951-52ରେ ଇଂଲଣ୍ଡର ଭାରତ ଗସ୍ତ ସମୟରେ ଖେଳିଥିଲେ । ତାହା ପରେ ସେ ପାକିସ୍ଥାନ ସହ 2ଟି ଟେଷ୍ଟ ଖେଳିଥିଲେ । ଘରେଇ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର 200 ଥିଲା ଯାହା ସେ ମହାରାଷ୍ଟ୍ର ସହ ଫାଇନାଲରେ କରିଥିଲେ । .[୧]
ସେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗଭସ୍କରଙ୍କ ମାମୁଁ ଥିଲେ ।ସେ ମୃତ୍ୟୁ ଜାୟଦାଦରସ୍ଥିତ ହିନ୍ଦୁ କଲୋନୀରେ ରହୁଥିଲେ । ମେ 23 , 2014ରେ ତାଙ୍କର ପରଲୋକ ହେଇଥିଲା । .[୨]
ଆଧାର
[ସମ୍ପାଦନା]- ↑ Wisden 2013, p. 1284.
- ↑ "Madhav Mantri dies aged 92", "ESPNCricinfo", 23 May 2014
ବାହାର ଲିଙ୍କ
[ସମ୍ପାଦନା]- Madhav Mantri at Cricket Archive
- M.K. Mantri at Cricinfo