ମାଣ୍ଡବି

ଉଇକିପିଡ଼ିଆ‌ରୁ
ମାଣ୍ଡବି
Mandavi
The four sons of Dasharatha circumbulate the altar during their marriage rites
ସବିଶେଷ
Spouse(s)Bharata
ChildrenTaksha
Pushkal

ହିନ୍ଦୁ ମହାପୁରାଣରେ " ମାଣ୍ଡବି" ମହାରାଜା କୁଶଦ୍ୱାଜ ଓ ତାଙ୍କ ପତ୍ନୀ ମହାରାଣୀ ଚନ୍ଦ୍ରଭାଗାଙ୍କ କନ୍ୟା ଥିଲେ । ସେ ରାମାୟଣର ଏକ ମୁଖ୍ୟ ଚରିତ୍ର ମହାରାଜା ଜନକଙ୍କ ଭ୍ରାତା ଥିଲେ । ସେହି ହିସାବରେ ସେ ସୀତାଙ୍କ ଭ୍ରାତା ଥିଲେ ଓ ତାଙ୍କର ନିଜର ଜଣେ ଭଗିନୀ ଶୁରୁତକୀର୍ତି ଥିଲେ । ସୁରୁତ କୀର୍ତି କୈକେଇଙ୍କ ପୁତ୍ର ଭରତ  ଙ୍କ ପତ୍ନୀ ହେଇଥିଲେ । ତକ୍ଷୀ ଓ ପୁଷ୍କଳ ନାମକ ଦୁଇଜଣ ପୁତ୍ର ମଧ୍ୟ ଥିଲେ ।  

ପୁନଶ୍ଚ ଦେଖଣା [ସମ୍ପାଦନା]

  • Ikshvaku Dynasty

ଆଧାର [ସମ୍ପାଦନା]