ମାଁ ତାରା ଚଣ୍ଡୀ ମନ୍ଦିର
ମା ତାରା ଚଣ୍ଡୀ ମନ୍ଦିର | |
---|---|
ନାମ | |
ମୂଳ ନାମ | ତାରା ଚଣ୍ଡୀ ମନ୍ଦିର |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 24°57′N 84°02′E / 24.95°N 84.03°ECoordinates: 24°57′N 84°02′E / 24.95°N 84.03°E |
ଦେଶ | ![]() |
ରାଜ୍ୟ | ବିହାର |
ଜିଲ୍ଲା | ରୋହତାସ ଜିଲ୍ଲା |
ସ୍ଥାନ | ସାସାରାମ, ବିହାର, ଭାରତ |
ଉଚ୍ଚତା | ୧୧୦ m (୩୬୧ ft) |
ତିଆରି ଶୈଳୀ | Cave Temple, Mountain Temple |
ଇତିହାସ ଓ ପାଳନ | |
'ମନ୍ଦିର ବୋର୍ଡ଼ | ମା ତାରା ଚଣ୍ଡୀ ମନ୍ଦିର କମିଟି, ସାସାରାମ |
ୱେବସାଇଟ | http://m.sasaramonline.in/city-guide/maa-tara-chandi-temple-in-sasaram |
ମାଁ ତାରା ଚଣ୍ଡୀ ମନ୍ଦିର, ଭାରତୀୟ ରାଜ୍ୟ ବିହାରର ରୋହତାସ ଜିଲ୍ଲା ଅନ୍ତର୍ଗତ ସାସାରାମରେ ଥିବା ଏକ ମାଁ ଶକ୍ତି ବା ମାଁ ଦୂର୍ଗାଙ୍କ ମନ୍ଦିର । ଏହା ଭାରତରେ ଥିବା ୫୨ଟି ଶକ୍ତି ପିଠ ମଧ୍ୟରୁ ଅନ୍ୟତମ । [୧][୨][୩]
ଇତିହାସ [ସମ୍ପାଦନା]
ମାଁ ତରା ଚଣ୍ଡୀ ଶକ୍ତି ପିଠ ସସାରମଠାରେ ଥିବା ଏକା ସର୍ବପୁରାତନ ତଥା ପବିତ୍ରତମ ପୀଠ । ଏହା ଭାରତୀୟ ପୁରାଣ ବର୍ଣିତ ୫୨ଟି ଶକ୍ତି ପିଠା ମଧ୍ୟରୁ ଅନ୍ୟତମ । ଏଠାରେ ସତୀଙ୍କ ଦକ୍ଷିଣ ନେତ୍ରର ପାଟଣା ହେଇଥିଲା ବୋଲି ପୁରାଣରେ ରହିଛି ।
ଏହା ରହିଥିବା କଇମୁର ପାହାଡରେ ଅନେକ ପ୍ରକୃତିକ ଆକର୍ଷଣ ରହିଛି । ସେଠାରେ ମଞଝର କୁଣ୍ଡ ଓ ଧୁଆ କୁଣ୍ଡ ନାମକ ୨ଟି ଜଳପ୍ରପାତ ରହିଛି । [୪]
ଶକ୍ତି ପୀଠ [ସମ୍ପାଦନା]
ପୁରାଣ ବର୍ଣ୍ଣନା ଅନୁସାରେ ଭଗବାନ ଶିବ ତାଙ୍କ ଦେହାନ୍ତ ହେଇଥିବା ପତ୍ନୀ ସତୀଙ୍କୁ ଧରି ତାଣ୍ଡବ ନୃତ୍ୟ କରିଥିଲେ । ତାଙ୍କୁ ସେଥିରୁ ବିରାଟ ରହିବାକୁ କେହି ପ୍ରବରତେଇ ପରି ନଥିଲେ । ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ପଠେଇ ସତୀଙ୍କ ମୃତ ଶରୀରକୁ ୫୨ ଖଣ୍ଡ କରିଥିଲେ , ଯାହା ସାରା ଭାରତରେ ପଡିଥିଲା । ସେହି ଅଙ୍ଗ ପଡିଥିବା ସ୍ଥଳ ସବୁ ଶକ୍ତି ପୀଠ ଭାବରେ ରହିଛି ।[୫]
ଅବସ୍ଥିତି [ସମ୍ପାଦନା]
ମନ୍ଦିର ସସାରାମ ସହର ଠାରୁ 5 କିଲୋମିଟର ଦକ୍ଷିଣରେ ରହିଛି । ଢାବଲ କୁଣ୍ଡ ଏହା ନିକଟରେ ଥିବା ଅନ୍ୟ ପର୍ଯ୍ୟଟକ ଆକର୍ଷଣ । [୬]
ଆଧାର ସମୂହ [ସମ୍ପାଦନା]
- ↑ http://ww.itimes.com/places/tara-chandi-temple
- ↑ http://m.holidayiq.com/Maa-Tara-Chandi-Temple-Sasaram-Sightseeing-759-15459.html
- ↑ http://vishnupadmokshadham.com/Maa_Tara_Chandi.php
- ↑ "Tara Chandi Temple Rohtas - Temples in Rohtas, Attractions in Rohtas bihar". hoparoundindia.com. Retrieved 24 September 2016.
- ↑ name="Fuller2004">Fuller, Christopher John (2004). The Camphor Flame: Popular Hinduism and Society in India. Princeton: Princeton University Press. p. 44. ISBN 978-0-691-12048-5.
- ↑ https://www.tripadvisor.in/Attraction_Review-g1985450-d3727489-Reviews-Maa_Tara_Chandi_Temple-Sasaram_Bihar.html