ମହୁ

ଉଇକିପିଡ଼ିଆ‌ରୁ
ମହୁ ଡିପର ଏବଂ ଏକ ଆମେରିକୀୟ ବିସ୍କୁଟ ସହିତ ମହୁର ଏକ ପାତ୍ର

ମହୁ ମହୁମାଛି ଏବଂ ତା' ସମ୍ବନ୍ଧିତ କିଛି ପୋକମାନଙ୍କଦ୍ୱାରା ତିଆରି ଏକ ତରଳ ଓ ଅଠାଳିଆ ମିଠା ଖାଦ୍ୟପଦାର୍ଥ ।[୧] ମହୁମାଛି ଗଛର ଝରୁଥିବା ମିଠାଜାତୀୟ କ୍ଷରଣ (ଫୁଲର ମିଠା ରସ) କିମ୍ବା ଅନ୍ୟ କୀଟମାନଙ୍କର ମିଠା କ୍ଷରଣ (ଯଥା ହନିଡିଓ)କୁ ସଂଗ୍ରହ କରି ରିଗର୍ଗିଟେସନଏନଜାଇମ ପ୍ରକ୍ରିୟାଦ୍ୱାରା ମହୁ ତିଆରି କରନ୍ତି । ମହୁମାଛି ମହୁଫେଣା ଭିତରେ ମହୁ ସଂରକ୍ଷଣ କରିଥାଏ ।[୧][୨] ମହୁମାଛିଦ୍ୱାରା (ଜାତି Apis') ଉତ୍ପାଦିତ ମହୁ ବିଭିନ୍ନ ପ୍ରକାରର ବିଶ୍ୱବ୍ୟାପୀ ବାଣିଜ୍ୟିକ ଉତ୍ପାଦନ ଏବଂ ମଣିଷମାନଙ୍କଦ୍ୱାରା ବ୍ୟବହାର କାରଣରୁ ବ୍ୟାପକ ଭାବେ ଜଣାଶୁଣା ।[୩] ବଣୁଆ ମହୁମାଛି କଲୋନୀରୁ କିମ୍ବା ଘରୋଇ ମହୁମାଛିର ସଂଗ୍ରହ କରାଯାଉଥିବା ପ୍ରକ୍ରିୟା ମହୁଚାଷ ଭାବେ ଜଣାଶୁଣା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Crane E (1990). "Honey from honeybees and other insects". Ethology Ecology & Evolution. 3 (sup1): 100–105. doi:10.1080/03949370.1991.10721919.
  2. Crane, E., Walker, P., & Day, R. (1984). Directory of important world honey sources. International Bee Research Association. ISBN 978-0860981411.{{cite book}}: CS1 maint: multiple names: authors list (link)
  3. Crane, Ethel Eva (1999). The World History of Beekeeping and Honey Hunting. Routledge. ISBN 9781136746703.