ମହାବୀର ମନ୍ଦିର
Mahavir Mandir महावीर मंदिर | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | Hinduism |
Location | |
ସ୍ଥାନ | Patna |
State | Bihar |
Country | India |
Architecture | |
Type | Nagri Architecture |
unknown | |
Website | |
www.mahavirmandirpatna.org/ |
ମହାବୀର ମନ୍ଦିର (Hindi: महावीर मंदिर or हनुमान मंदिर)ଭଗବାନ ହନୁମାନଙ୍କୁ ଉତ୍ଶାର୍ଗୀକୃତ ଓ ଏହା ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଅବସ୍ଥିତ । ଏହି ମନ୍ଦିରକୁ ସମଗ୍ର ଭାରତରୁ ଲକ୍ଷ୍ୟାଧିକ ଭକ୍ତ ପ୍ରତିବର୍ଷ ଆସିଥାନ୍ତି । ଏହା ଉତ୍ତର ଭାରତର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ମନ୍ଦିର ଭାବରେ ଖ୍ୟାତ । ମହାବୀର ଟ୍ରଷ୍ଟର ସମ୍ପାଦକ ଭାବେ ଆଚାର୍ଯ୍ୟ କିଶୋର କୁନାଲ ଏହାର ପରିଚାଳନା କରନ୍ତି । [୧]
ଏହି ଟ୍ରଷ୍ଟର ଆଯ ଓ ବଜେଟ ମଧ୍ୟ ଉତ୍ତର ଭାରତରେ ଦ୍ୱିତୀୟ ସର୍ବାଧିକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାଁ ବାଇସ୍ନୋଦେବୀଙ୍କ ମନ୍ଦିରର ଆୟସର୍ବାଧିକ । [୨] ଏହି ମନ୍ଦିରର ଦୈନିକ ଆୟ ହାରାହାରି 1 ଲକ୍ଷ୍ରୁ ଅଧିକ ହେଇଥାଏ ।
ଇତିହାସ [ସମ୍ପାଦନା]
ମଦିରର ପ୍ରଥମ ସ୍ଥାପନ କାଳ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହି । 1947 ମସିହାରେ ଏହି ମନ୍ଦିର ଭାରତୀୟ ବିଭାଜନ ପରେ ହିନ୍ଦୁମାନେ ପାଟଣାକୁ ଆସିଲା ପରେ ଜନପ୍ରିୟତା ହାସଲ କଳା । ସେହି ସମୟରେ ମନ୍ଦିରର ପୁନର ନିର୍ମାଣ ମଧ୍ୟ ହେଇଥିଲା । ଏହି ମନ୍ଦିର ପୁଣି 1987 ମସିହାରେ ରୁଗଣ ହେଇଯିବାରୁ ତାହାକୁ ବିଶାଳ କାୟ ମରବଲ ନିର୍ମିତ ମନ୍ଦିରରେ ପରିଣତ କରାଯାଇଥିଲା । ମନ୍ଦିରରେ ସଙ୍କଟ -ମୋଚନଙ୍କ ପ୍ରତିମୂର୍ତି ରହିଛି । [୩]
ଦର୍ଶନ [ସମ୍ପାଦନା]
ପ୍ରତି ଶନିବାର ଓ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରକୁ ଆସି ଆରାଧନା କରିଥାନ୍ତି । ରାମ ନବମୀ ଓ ନବବର୍ଷ ଦିନ ଏଠାରେ ବହୁ ଅଞ୍ଚଳରୁ ସହସ୍ରାଧିକ ଭକ୍ତମାନେ ଆସିଥାନ୍ତି ଓ ମନ୍ଦିରକୁ ଯିବା ପାଇଁ ଲମ୍ବା ଧାଡିରେ ଲାଗି ଯାନ୍ତି ।
-
Mahavir Mandir, Patna
-
Mahavir Mandir front gate and shoe stand
ଶ୍ରୀ ମହାବୀର ନ୍ୟାସ ସମିତି [ସମ୍ପାଦନା]
ମନ୍ଦିରର ଉନ୍ନତି , ପରିଚାଳନା ତଥା ସାମାଜିକ ସେବା ପରିଚାଳନା ପାଇଁ ମହାବୀର ସ୍ଥାନ ନ୍ୟାସ ନାମରେ ସମିତି ରହିଛି । ଏହା ତରଫରୁ ମହାବୀର କାନସର ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ପରିଚାଳନା କରାଯାଇଥାଏ । [୪] ବାର୍ଷିକ 35.13 କୋଟି ବଜେଟରେ ଏହି ନ୍ୟାସ ତରଫରୁ ମହାବୀର ବାତଶଲ୍ୟ ଚିକିସ୍ଥାଲୟ , ମହାବୀର ଆରୋଗ୍ଯ ଚିକିସ୍ଥାଲୟ ଓ ଅନାଥାଶ୍ରମ ବିହାରର କୃଷି ଅଞ୍ଚଳରେ ସ୍ଥାପିତ ହେଇଛି . .[୨]।ରାମ ସେତୁ ଅଞ୍ଚଳରୁ ଭାସମାନ ପ୍ରସ୍ତର ଅଣାଯାଇ ଏଠାରେ ରଖାଯାଇଛି ।
ପୁନଶ୍ଚ ଦେଖଣା [ସମ୍ପାଦନା]
- Viraat Ramayan Mandir
- Mahavir Cancer Institute & Research Centre
- Patan Devi mandir
- Baba Garib Sthan Mandir
ଆଧାର [ସମ୍ପାଦନା]
- ↑ "Mahavir Mandir to have its twin in Houston". Times of India. 9 July 2009.
- ↑ ୨.୦ ୨.୧
{{cite web}}
: Empty citation (help) - ↑ http://patna.bih.nic.in/html/mahavirtemple.htm
- ↑ [୧][dead link]
ବାହାର ଲିଙ୍କ [ସମ୍ପାଦନା]
- Mahavir Mandir published an ebook on Ayodhya debate written by Acharya Kishore Kunal that was at this link www.mahavirmandirpatna.org/prakashan/ebook/bookindex.html
- Mahavir Mandir Patna official website
- http://mahavirmandir.com/
- History of Mahavir Mandir on "Official website Patna"