Jump to content

ମହାତ୍ମା ଗାନ୍ଧୀ ସେତୁ

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox Bridge

ମହାତ୍ମା ଗାନ୍ଧୀ ସେତୁ  (also called Gandhi Setu or Ganga Setu)ଭାରତୀୟ ରାଜ୍ୟ ବିହାରରେ ଗଙ୍ଗା ନଦୀ ଉପରେ ଏକ ସେତୁ ଯାହା ପାଟଣାକୁ ହଜିପୁର ସହ ସଂଯୁକ୍ତ କରେ । ଏହାର ଦୈର୍ଘ୍ୟ 5,750 ମିଟର । []ଏହା ଭାରତର ଦୀର୍ଘତମ ନଦୀ ସେତୁ । [][] ଏହା 1982 ମସିହାରେ ଭାରତର ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଉଦ୍ଘାଟିତ ହେଇଥିଲା ।  .

ପ୍ଲାନିଂ ଓ ତାପର୍ଜ୍ୟ

[ସମ୍ପାଦନା]
Gandhi Setu Bridge in Patna, India

ଏହି ସେତୁ ପାଇଁ କେନ୍ଦ୍ର ସରକାର 1969 ମସିହାରେ ମଞ୍ଜୁରୀ ଦେଇଥିଲେ । ଏହା 10 ବର୍ଷ ମଧ୍ୟ ସମାପ୍ତ ହେବାର ଆକଳନ ସହ ଏଥିପାଇଁ 87.22 କୋଟି ଟଙ୍କାର ଅଟାକଳ ହେଇଥିଲା । 19 ନମ୍ବର ଜାତୀୟ ରାଜପଥ ସେ ଉତ୍ତର ବିହାରକୁ ବିହାରର ଅନନ୍ୟ ଅଞ୍ଚଳ ସହ ସଂଯୁକ୍ତ କରିବାକୁ ଏହାର ପରିଯୋଜନା ହେଇଥିଲା । ଏହା ପୂର୍ବରୁ ରାଜେନ୍ଦ୍ର ସେତୁ ଏକମାତ୍ର ସଂଯୋଗ ଗଙ୍ଗା ନଦୀରେ ଥିଲା । ଏହା ପରେ ଗଙ୍ଗା ଉପରେ ବିକ୍ରମଶିଳା ସେତୁ ମଧ୍ୟ ନିର୍ମିତ ହେଇଛି । ଅନ୍ୟ ଦୁଇଟି ରେଳ ସେତୁ ମଧ୍ୟ ଦିଘା ଓ ସୋନପୁର ମଧ୍ୟରେ ନିର୍ମିତ ହଉଛି [] and at Munger.[]

ମହାତ୍ମା ଗାନ୍ଧୀ ସେତୁ ଚିତ୍ର ଥାଇ ଭାରତୀୟ ଡାକ ବିଭାଗ ତରଫରୁ ଡାକଟିକଟ ମଧ୍ୟ 2007 ମସିହାରେ ଛପା ଯାଇଥିଲା  ।  .[]

ଟ୍ରାଫିକ ଗହଳି 

[ସମ୍ପାଦନା]

ଏହି ସେତୁ ନିର୍ମାଣ ସତ୍ତ୍ୱେ ଏଠାରେ ଟ୍ରାଫିକ ବହୁତ ଗହଳି ହେବାରୁ ଏହା ସହ ସମାନ୍ତରାଳ କରି ଆଉ ଦୁଇଟି ସେତୁ ବିହାର ସରକାରଙ୍କ ତରଫରୁ ନିର୍ମିତ ହେବ । ଦିନକୁ ପ୍ରାୟ 85,000 ବହନ ଏହି ସେତୁ ଦେଇ ଯାଉଥିବାର ଆକଳନ କରାଯାଇଛି ।  []  []

ଆଧାର 

[ସମ୍ପାଦନା]
  1. "Gandhi Setu: An engineering marvel". Archived from the original on 2012-08-17. Retrieved 2016-12-13.
  2. longest river bridge to be rebuilt business-standard.com
  3. "Digha Sonepur Rail Road Bridge to be operational by 2017". Archived from the original on 2013-07-06. Retrieved 2016-12-13.
  4. Ganga Rail-Road Bridge
  5. "Welcome to the Indiapost Web Site". Archived from the original on April 12, 2011. Retrieved December 13, 2016.
  6. "Govt planning to build 2 Pontoon Bridges parallel to Gandhi Setu in Patna". IANS. news.biharprabha.com. Archived from the original on 7 May 2014. Retrieved 18 February 2014.
  7. http://www.telegraphindia.com/1160526/jsp/bihar/story_87616.jsp#.

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • List of longest bridges in the world
  • List of longest bridges above water in India
  • List of bridges in India
  • Kacchi Dargah-Bidupur Bridge