ମଲବତ ପୂର୍ଣା
Poorna Malavath, | |
---|---|
ଜନ୍ମ | |
ଜାତୀୟତା | India |
ଶିକ୍ଷା | 9th class completed, Telangana Social Welfare Residential School Mountaineering Institute in Darjeeling |
ପ୍ରସିଦ୍ଧି | Youngest girl in the world to scale highest Everest peak on 25th of May 2014, Sunday at 6 am. |
ପିତାମାତା | Devidas,lakshmi |
ମଲବତ ପୂର୍ଣା (ଜନ୍ମ ୧୦ ଜୁନ ୨୦୦୦) ଜଣେ ଭାରତୀୟ ପର୍ବତାରୋହୀ । ସେ ତେଳେଙ୍ଗାନାର ପାକଳା ଗାଁରେ ଜନ୍ମଗ୍ରହଣ କରିଥିଲେ । ୨୫ ମଇ ୨୦୧୪ରେ ପୂର୍ଣା ମାତ୍ର ୧୩ବର୍ଷ ୧୧ ମାସ ବୟସରେ ଏଭରେଷ୍ଟ ଶୃଙ୍ଗର ସବୁଠାରୁ ଉଚ୍ଚତମ ଶୃଙ୍ଗ ଚଢ଼ିଥିଲେ । ଜୋରଡାନ ରୋମେରୋ ଏଭରେଷ୍ଟ ଚଢ଼ିଥିବା ସବୁଠୁ କନିଷ୍ଠତମ ପର୍ବତାରୋହୀ, ସେ ୧୩ ବର୍ଷ ୧୦ ମାସ ବୟସରେ ଏଭରେଷ୍ଟ ଶୃଙ୍ଗ ଚଢ଼ିଥିଲେ । [୧] ପୂର୍ଣାଙ୍କ ସାଙ୍ଗେ ଖମ୍ମମର ଆନନ୍ଦ କୁମାର ମଧ୍ୟ ଏଭରେଷ୍ଟ ସୃଙ୍ଗ ଚଢ଼ିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପୂର୍ଣା ନିଜାମାବାଦ ଜିଲ୍ଲାର ପାକଳା ଗ୍ରାମରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିରା ଦେବୀଦାସ ଓ ମାଆ ଲକ୍ଷ୍ମୀ ଚାଷି । ସେ ନିଜ ଶିକ୍ଷା ପାଇଁ Telangana Social Welfare Residential Educational Institutions Societyରେ ଯୋଗ ଦେଇଥିଲେ । ପୂର୍ଣାଙ୍କ ପର୍ବତ ଚଢ଼ିବା ଗୁଣକୁ ଡଃ ପ୍ରବୀନ କୁମାର ଦେଖିଥିଲେ ଓ ତେଳେଙ୍ଗାନା ସରକାର ତାଙ୍କୁ ଏଭରେଷ୍ଟ ସୃଙ୍ଗ ଚଢିବା ପାଇଁ ଚୟନ କରିଥିଲା ।ଏଭରେଷ୍ଟ ଚଢ଼ିବା ପ୍ରସ୍ତୁତିରେ ପୂର୍ଣା ଲଦାଖ ଓ ଦାର୍ଜିଲିଂର କିଛି ପର୍ବତ ଚଡ଼ିଥିଲେ ।
ଆଧାର
[ସମ୍ପାଦନା]- ↑ Malavath -becomes-youngest-woman-to-scale-everest/ "13-year-old Malavath Purna becomes youngest woman to scale Everest". The Indian Express. Retrieved 12 March 2016.
{{cite web}}
: Check|url=
value (help)[permanent dead link]