ମନିୟାପାଣ୍ଡେ ମୁଥୁନ୍ନା ସୋମାୟା

ଉଇକିପିଡ଼ିଆ‌ରୁ
Olympic medal record
Men's field hockey
Gold 1980 Moscow Team Competition

ମନିୟାପାଣ୍ଡେ ମୁଥୁନ୍ନା ସୋମାୟା,ଜଣେ ଭାରତୀୟ ଜାତୀୟ ହକି ଖେଳାଳି । ସେ କର୍ନାଟକର କୁର୍ଗ ଅଞ୍ଚଳର ଅଧିବାସୀ ..[୧] ।ସେ ଅନେକ ଅନ୍ତର୍ଜାତିକ ଖେଳରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଓ 1980 ମସିହାରେ ଅଲିମ୍ପିକରେ ସ୍ୱର୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । .[୨] ଏହା ପରେ ସୋମାୟା 1984 ଓ 1988 ଅଲିମ୍ପିକ ମଧ୍ୟ ଭାରତ ପାଇଁ ଖେଳିଥିଲେ ।  [୩]

2007 ମସିହାରେ ସୋମାୟା ଭରତ ସରକାରଙ୍କଠାରୁ ହକି ଖେଳରେ ଆଜୀବନ ଅବଦାନ ପାଇଁ ପୁରସ୍କୃତ ହେଇଥିଲେ ।  [୨] ସେ ଖେଳ ପାଇଁ ଥିବା ଶ୍ରେଷ୍ଠ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । .[୪] ବର୍ତ୍ତମାନ  ସେ ଭାରତ ପେଟ୍ରୋଲିଆମ କମ୍ପାନୀରେ ମୁମ୍ବାଇଠାରେ କାର୍ଯ୍ୟରତ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Olympians join forces to wrest control of MHA". The Hindu. 24 June 2009. Retrieved 4 December 2009.
  2. ୨.୦ ୨.୧ "Jaspal gets Sportsperson of the Year award". The Hindu. 10 August 2007. Archived from the original on 5 November 2007. Retrieved 4 December 2009.
  3. "'It feels great to put on India jersey'". Indian Express. 29 February 2008. Archived from the original on 8 July 2008. Retrieved 4 December 2009.
  4. "Arjuna Awardees". Archived from the original on 25 December 2007. Retrieved 4 December 2009.