ମଧୁସୂଦନ ରେଗେ
ଦେଖଣା
| କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm offbreak | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧], 30 November 2013 | ||||||||||||||||||||||||||||||||||||||||
ମଧୁସୂଦନ ରାମଚନ୍ଦ୍ର ରେଗେ
pronunciation (help·info) (18 ମାର୍ଚ 1924-16 ଡିସେମ୍ବର 2013 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟର । ସେ 1949 ମସିହାରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଏକ ଟେଷ୍ଟ ମେଚ ଖେଳିଥିଲେ । [୧]
ଘରେଇ କ୍ରିକେଟରେ ସେ ମହାରାଷ୍ଟ୍ର ତରଫରୁ 1944 ମସିହାରୁ 1955 ମସିହା ଯାଏଖେଳିଥିଲେ ଓ 1951 ମସିହାରୁ 1955 ମସିହା ଯାଏ ଏହାର ଅଧିନାୟକ ଥିଲେ । ତାଙ୍କର ସର୍ବାଧିକ ସ୍କୋର ରଣଜୀ ଟ୍ରଫିରେ 1953-54 ମସିହାରେ ଗୁଜରାଟ ବିପକ୍ଷରେ ହେଇଥିଲା । .[୨]
1951-52 ମସିହାରେ ମହାରାଷ୍ଟ୍ରର ଭ୍ରମଣକାରୀ MCC ଦଳ ସହ ହେଇଥିବା ମେଚରେ ସେ 133 ରଣ କରିଥିଲେ । ତେବେ ବୋଲିଂରେ ଭାରତର ପ୍ରଥମ ଖେଳାଳି ଯାହାଙ୍କ ବୋଲିଂ ଆକ୍ସନକୁ ନେଇ ଅମ୍ପାଯାରମାନେ ଥ୍ରୋଇଙ୍ଗ ବୋଲି ନିଷ୍ପତ୍ତି ଦେଇଥିଲେ । .[୩]
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Madhusudan Rege at Cricket Archive
- Madhusudan Rege at Cricinfo